Posted inଜାତୀୟ

ସେନାକୁ ସଫଳତା: ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଜାକିର ମୁସା ନିହତ

ଶ୍ରୀନଗର, ୨୪।୫: ଜମ୍ମୁ-କାଶ୍ମୀରରରେ ଭାରତୀୟ ସେନାକୁ ସଫଳତା ମଳିଛି। ଭାରତୀୟ ସେନା ଦକ୍ଷିଣ କଶ୍ମୀରର ତ୍ରାଲରେ ଲୁଚି ରହିଥିବା ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଜାକିର ମୁସାକୁ ଏନକାଉଣ୍ଟରେ ନିହତ ହୋଇଛି। ପୁଲୱାମାର ତ୍ରାଲରେ ମୁସା ଲୁଚି ରହିଥିବା ଭାରତୀୟ ସେନା ଖବର ପାଇଥିଲା। ଜମ୍ମୁ-କଶ୍ମୀର ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପର ୪୨ ରାଷ୍ଟ୍ରୀୟ ରାଇଫଲ ଏବଂ ସେଣ୍ଟ୍ରାଲ ରିଜର୍ଭ ପୁଲିସ କର୍ମୀର ଯବାନ ଏଠାରେ ସର୍ଚ୍ଚ ଅପରେଶନ ଆରମ୍ଭ କରି ଦେଇଥିଲେ। ସୂଚନାଯୋଗ୍ୟ, ପୋଲିସ ମୁସାକୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଅବମାନନା କରି ମୁସା ଅଧିକାରୀଙ୍କ ଉପରେ ଗ୍ରେନେଡ ମାଡ କରି ଖସି ପଳାଇବାକୁ ଚେଷ୍ଟା କରିଥିଲା। ଆତଙ୍କୀ ସଂଗଠନ ଅନସାର୍‌ ଗଜାୱତ୍‌ ହିନ୍ଦର ମୁଖ୍ୟ ମୁସାକୁ ସୁରକ୍ଷା ଏଜେନ୍ସି ଦୀର୍ଘଦିନ ହେବ ସେନା ସନ୍ଧାନ କରୁଥିଲା।


All Right Reserved By Dharitri.Com

ଆଜମ୍‌ ଖାଁଙ୍କ ବିରୋଧରେ ୨ ହଜାରରୁ ଅଧିକ ଗଛ କାଟିବା ଅଭିଯୋଗ

ଲକ୍ଷ୍ନୌ,୨୪।୮: ଉତ୍ତରପ୍ରଦେଶ ରାମପୁର ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ଏମ୍‌ପି ଥିବା ଆଜମ୍‌ ଖାଁଙ୍କ ବିରୋଧରେ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ତାଙ୍କ...

ମହାରାଷ୍ଟ୍ର କ୍ୟାବିନେଟ୍‌ର ପ୍ରଥମ ବୈଠକ:ରାୟଗଡ଼ ଲାଗି ୨୦କୋଟି ମଞ୍ଜୁର

ମୁମ୍ବାଇ, ୨୯।୧୧:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକ୍‌ରେ ଦାୟିତ୍ୱଗ୍ରହଣ କରିବା ପରେ ଗୁରୁବାର ରାତି ୮ରେ ପ୍ରଥମ କ୍ୟାବିନେଟ ବୈଠକ ବସିବା ସହ ଛତ୍ରପତି ଶିବାଜୀ...

ମାନବ ଧର୍ମ ହିଁ ଶ୍ରେଷ୍ଠ ଧର୍ମ: ମୁସଲମାନ୍‌ ମହିଳା କରୁଛନ୍ତି ହନୁମାନଙ୍କ ପୂଜା

ମିରଟ୍‌,୨୪।୭: ଦେଶରେ ସାମ୍ପ୍ରଦାୟିକ ବିଭେଦ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ ମିରଟ୍‌ରେ ବାସ କରୁଥିବା ଜଣେ ମୁସଲମାନ୍‌ ମହିଳା ସାମ୍ପ୍ରଦାୟିକ ସଦ୍‌ଭାବର ଉଦାହରଣ ପାଲଟିଛନ୍ତି। ୪୨ ବର୍ଷ...

ଚନ୍ଦନଓ୍ବାଡି ଶ୍ମଶାନ ଘାଟରେ ରିଷିଙ୍କ ଶେଷକୃତ୍ୟ ହେବ ସମ୍ପନ୍ନ: ସାମିଲ ହେବେ ୧୫ ଜଣ

ମୁମ୍ବାଇ,୩୦।୪: ବଲିଉଡ୍‌ର ଭେଟେରାନ୍‌ ଆକ୍ଟର ରିଷି କପୁରଙ୍କର ଗୁରୁବାର ପରଲୋକ ହୋଇଛି। ତାଙ୍କ ବିୟୋଗରେ ବଲିଉଡ୍‌ ଦୁନିଆରେ ଏକ ଅପୂରଣୀୟ କ୍ଷତି ଘଟିଛି। ଦିନକ ପୂର୍ବରୁ...

ଜେଏନ୍‌ୟୁ ଛାତ୍ର ନେତା ଶରଜିଲ୍‌ଙ୍କ ମୁଣ୍ଡକାଟ କଲେ ମିଳିବ ଏକ କୋଟି: ହିନ୍ଦୁ ନେତା କଲେ ଘୋଷଣା

ନୂଆଦିଲ୍ଲୀ,୨୬।୧: ହିନ୍ଦୁତ୍ୱବାଦୀ ନେତା ଅମିତ ଜାନିଙ୍କ ଏକ ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି। ସେ ଜେଏନ୍‌ୟୁ ଛାତ୍ର ନେତା ଶରଜିଲ୍‌ ଇମାମ୍‌ଙ୍କ ମୁଣ୍ଡକାଟ...

ମମତାଙ୍କ ଫୋନ୍‌ ଟ୍ୟାପିଙ୍ଗ୍‌ ଅଭିଯୋଗ

କୋଲକାତା, ୩ା୧୧(ପି.ଟି.): କେନ୍ଦ୍ର ସରକାରଙ୍କ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଆକ୍ରମଣ କରିଛନ୍ତି। ସେ ଶନିବାର ଅଭିଯୋଗ କରି କହିଛନ୍ତି ଯେ,...

୧୯ ବର୍ଷରେ ମଲେଣି ୨ ହଜାର ବାଘ

ନାଗପୁର, ୨୩ା୮(ପି.ଟି.):ଭାରତରେ ସର୍ବାଧିକ ବାଘ ୨୨୨୬ ରହିଛନ୍ତି, ଯାହାକି ବିଶ୍ୱର ୫୬ ଭାଗରୁ ଅଧିକ। ବିଗତ ୧୯ ବର୍ଷ ମଧ୍ୟରେ ପ୍ରାୟ ୨ ହଜାର ବାଘ...

ଟିକ୍‌ଟକ୍‌ ନିଶାରେ ମହିଳା କନଷ୍ଟେବଳ

ନୂଆଦିଲ୍ଲୀ, ୩୧।୭: ଟିକ୍‌ଟକ୍‌ ଭିଡିଓ କରିବା ନିଶା ଏବେ ସମସ୍ତଙ୍କୁ ଘାରିଛି। କାର୍ଯ୍ୟକ୍ଷେତ୍ରରେ ଥାଇ ବି ଟିକ୍‌ଟକ୍‌ରେ ମାତୁଛନ୍ତି କର୍ମଚାରୀ। ଦିଲ୍ଲୀର ଦୁଇ ମହିଳା କନଷ୍ଟେବଳଙ୍କ...

Leave a comment

Your email address will not be published. Required fields are marked *