ଭାରତ-ଆମେରିକା ମିଳିତ ସମରାଭ୍ୟାସ ‘ବଜ୍ର ପ୍ରହାର’: ଚିନ୍ତାରେ ପାକିସ୍ତାନ

ଓ୍ବାଶିଂଟନ,୧୩।୧୦: ଭାରତ-ଆମେରିକା ମିଳିତ ସମରାଭ୍ୟାସ ‘ବଜ୍ର ପ୍ରହାର’ ରବିବାରଠାରୁ ଆରମ୍ଭ ହେଉଛି। ଆମେରିକା ସିଟଲେର ଲୁଇସ୍‌ ମ୍ୟାକ୍‌କର୍ଡ ମିଲିଟାରୀ ବେସ୍‌ଠାରେ ଏହା ଅକ୍ଟୋବର ୨୮ ପର୍ଯ୍ୟନ୍ତ ଜାରି ରହିବ। ଏହି ୧୦ତମ ମିଳିତ ସମରାଭ୍ୟାସରେ ୪୫ ଜଣ ସଦସ୍ୟ ଅଂଶଗ୍ରହଣ କରି ବିଭିନ୍ନ ଯୁଦ୍ଧ କୌଶଳର ଅଭ୍ୟାସ କରିବେ। ସୂଚନାଯୋଗ୍ୟ, ଗତ ବର୍ଷ ଏହି ମିଳିତ ସମରାଭ୍ୟାସ୍‌ ଜୟପୁରଠାରେ ଅନୁଷ୍ଠିତ ହୋଇଥିଲା। ଏହି ମିଳିତ ସମରାଭ୍ୟାସ ନେଇ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।


All Right Reserved By Dharitri.Com

ଇମ୍ରାନଙ୍କ ପରାମର୍ଶଦାତା ନଇମ-ଉଲ୍‌-ହକ୍‌ଙ୍କ ପରଲୋକ

କରାଚି,୧୬।୨:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପରାମର୍ଶଦାତା ତଥା ସ୍ବତନ୍ତ୍ର ସହାଯ୍ୟକାରୀ ନଇମ-ଉଲ୍‌-ହକ୍‌ଙ୍କର ଶନିବାର ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ କ୍ୟାନସରରେ ପୀଡିତ ଥିବା ବେଳେ...

ପାକିସ୍ତାନ ପରେ ଏବେ ଇରାନ ଉପରେ ଚାଇନାର ନଜର: ବଡ଼ ନିବେଶ ସହ ମୁତୟନ କରିବ ୫ହଜାର ସେନା

ତେହରାନ,୧୦।୯: ଆମେରିକା ଓ ଚାଇନା ଭିତରେ ଚାଲିଥିବା ଟ୍ରେଡ ଓ୍ବାରର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖିବାକୁ ମିଳିଛି। କେଉଁଠି ଅର୍ଥନୀତିରେ ମାନ୍ଦାବସ୍ଥା ତ କେଉଁଠି...

ୟୁନେସ୍କୋ ସମ୍ମିଳନୀରେ ଭାରତର ସମାଲୋଚନା: ଆତଙ୍କବାଦ ସହ ସମ୍ପର୍କ ପାକ୍‌କୁ ବିଫଳ ରାଷ୍ଟ୍ରରେ ପରିଣତ କରିଛି

ପ୍ୟାରିସ୍‌ ,୧୬ା୧୧(ପି.ଟି.): ଅନ୍ତର୍ଜାତୀୟ ବ୍ୟାପାରକୁ ନେଇ ପାକିସ୍ତାନର ଅପରିପକ୍ୱ ପ୍ରଚାରକୁ ୟୁନେସ୍କୋ ସମ୍ମିଳନୀରେ ଭାରତ କଡ଼ା ସମାଲୋଚନା କରିଛି। ଏହାର ବିକ୍ଷିପ୍ତ ବ୍ୟବହାର ଏବଂ ଆତଙ୍କବାଦ...

ଭାରତରେ କମୁଛି ଶାନ୍ତି : ଗୋଟିଏ ବର୍ଷରେ ୫ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୬: ଗୋଟିଏ ବର୍ଷ ମଧ୍ୟରେ ଭାରତରେ ଶାନ୍ତି କମିଛି। ବାର୍ଷିକ ଗ୍ଲୋବାଲ୍‌ ପିସ୍‌ ଇଣ୍ଡେକ୍ସ୍‌ରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଚଳିତବର୍ଷ ୧୬୩ ଦେଶ ମଧ୍ୟରେ...

ପ୍ରଶିକ୍ଷଣ ସମୟରେ ୩ ଆମେରିକା ସେନା ମୃତ

ଓ୍ବାଶିଂଟନ,୨୧।୧୦: ଆମେରିକାର ଜର୍ଜିଆରେ ଚାଲିଥିବା ସେନା ପ୍ରଶିକ୍ଷଣ ସମୟରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୩ ଜଣ ଆହତ ମଧ୍ୟ...

ଆଲୋଚନା ଲାଗି ଆମେରିକାର ପରାମର୍ଶ

ଓ୍ବାଶିଂଟନ, ୮ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ଦେଖାଦେଇଥିବା ଅଶାନ୍ତି ଦୂର କରିବା ଲାଗି ଶୀଘ୍ର ଆଲୋଚନା ଆରମ୍ଭ କରିବାକୁ ଆମେରିକା ପରାମର୍ଶ ଦେଇଛି। ପାକିସ୍ତାନ ଭାରତ ସହ...

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ୧୦୧ ବର୍ଷ ବୟସରେ ପରଲୋକ

ଟୋକିଓ,୨୯।୧୧: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେଙ୍କ ଶୁକ୍ରବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା। ଶୁକ୍ରବାର ସକାଳେ ଟୋକିଓର...

ପ୍ରବାସୀ ସାଜିବେ ଭୂତାଣୁ ବାହକ

ଓ୍ବାଶିଂଟନ,୧୩ା୪: ଘରକୁ ଫେରିଆସୁଥିବା ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନେ କରୋନା ଭାଇରସ୍‌ ବାହକ ହୋଇପାରନ୍ତି। କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇ ନ ଥିବା ନିଜ...

Leave a comment

Your email address will not be published. Required fields are marked *