ଏସ୍‌ସିବି ମେଡିକାଲରେ ଅଘଟଣ: ତିନି ମହଲାରୁ ଡେଇଁ ରୋଗୀ ମୃତ

କଟକ ଅଫିସ, ୧୨।୧୦: କଟକ ଏସ୍‌ସିବି ମେଡିକାଲର ତିନି ମହଲାରୁ ଡେଇଁ ଶନିବାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ନୂଆ ମେଡିସିନ ବିଭାଗ ନିରାଶ୍ରୟ ଓ୍ବାର୍ଡ ତିନି ମହଲାରେ ଥିବା ଏକ ଝରକା ଗ୍ରୀଲ ତାଡ଼ି ଜଣେ ରୋଗୀ ଡେଇଁପଡ଼ିଥିବା ଅନୁମାନ କରାଯାଉଛି। ତେବେ ତାଙ୍କ ପରିଚୟ ମିଳି ନ ଥିବା ବେଳେ କାରଣ ଅସ୍ପଷ୍ଟ ରହିଛି।


All Right Reserved By Dharitri.Com

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ..

ଭୁବନେଶ୍ୱର,୨୯।୫(ବ୍ୟୁରୋ): ପଞ୍ଚମ ପାଳିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବୁଧବାର ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ପଞ୍ଚମ ଥର ଲାଗି ସେ...

ଗଣମାଧ୍ୟମ ସାଧାରଣ ଲୋକଙ୍କ ସ୍ବର

ଭୁବନେଶ୍ୱର, ୨୪ା୨(ବ୍ୟୁରୋ): ଖବରଦାତା ହେଉଛନ୍ତି ଦେଶର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଇଛି। ଜନସାଧାରଣଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବାର ମାଧ୍ୟମ ହେଉଛି ଗଣମାଧ୍ୟମ। ସମାଜର ଦଳିତ,...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ହାବିଲଦାରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କେନ୍ଦୁଝର/ପାଟଣା,୫।୧୨(ଡି.ଏନ୍‌.ଏ./ସ୍ବ.ପ୍ର.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର କେନ୍ଦୁଝର ରିଜର୍ଭ ପୋଲିସରେ କାର୍ଯ୍ୟରତ ହାବିଲଦାର ବିଶ୍ୱନାଥ ମହାନ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କେନ୍ଦୁଝର...

ପିଏଫ୍‌ଏମ୍‌ଏସ୍‌ ନ ହେବାରୁ ୪ ପଞ୍ଚାୟତର କେନ୍ଦ୍ରୀୟ ଅନୁଦାନ ୬ ମାସ ହେଲା ବନ୍ଦ

ଭବାନୀପାଟଣା,୧୨।୧୦(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ଅନୁଦାନଗୁଡ଼ିକୁ ବିଭିନ୍ନ କ୍ଷେତ୍ରରେ ସାଧାରଣ ଅର୍ଥ ବଣ୍ଟନ ଯୋଜନା (ପିଏଫ୍‌ଏମ୍‌ଏସ୍‌) ଜରିଆରେ ଅନ୍‌ଲାଇନ୍‌ ପେମେଣ୍ଟ ବ୍ୟବସ୍ଥା ରହିଛି। ମାତ୍ର ଏପର୍ଯ୍ୟନ୍ତ...

୭୦ ବର୍ଷରେ ମତୋ ଗଜଲକ୍ଷ୍ମୀ ପୂଜା

ଚାନ୍ଦବାଲି, ୧୫।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି। ପୂଜା ପାଇଁ ସମଗ୍ର ଅଞ୍ଚଳ...

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ଡାକ୍ତରଖାନା ଆଗରେ ଉତ୍ତେଜନା

କେନ୍ଦୁଝର,୧୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଡାକ୍ତରଖାନା ଆଗରେ ଚାପା...

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ପାଟଣା, ୧୩ା୪(ସ୍ବ.ପ୍ର.)-ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଓ ପରେ ହତ୍ୟା ଅଭିଯୋଗରେ କେନ୍ଦୁଝର ଜିଲା ତୁରୁମୁଙ୍ଗା ପୋଲିସ ଲୋକନାଥ ମହାନ୍ତ ନାମକ ଯୁବକଙ୍କୁ ରବିବାର ଗିରଫ କରି...

ଐତିହ୍ୟକୁ ଭୁଲିଲେ, ସଂସ୍କୃତି ହଜିଯିବ

ପୁରୀ ଅଫିସ,୧୨।୧ : ପ୍ରାଚୀନ କାଳରୁ ଶ୍ରୀକ୍ଷେତ୍ରର ନାମ ପୁରୁଷୋତ୍ତମ କ୍ଷେତ୍ର ବୋଲି ରହିଛି। ଏପରିକି ପୁରୀର ୪୨ଟି ନାମ ରହିଛି। ପ୍ରତ୍ୟେକ ନାମ ପଛରେ...

Leave a comment

Your email address will not be published. Required fields are marked *