Posted inଜାତୀୟ

ଭାରତର ପ୍ରଥମ ଗ୍ରାଜୁଏଟ୍‌ ମହିଳାଙ୍କୁ ସମ୍ମାନ ଜଣାଇଲା ଡୁଡୁଲ୍‌

ଆଜି ଭାରତର ପ୍ରଥମ ଗ୍ରାଜୁଏଟ୍‌ ମହିଳା କାମିନୀ ରାୟଙ୍କ ୧୫୫ତମ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନ ଜଣାଇ ଗୁଗୁଲଡୁଡୁଲ କରାଯାଇଛି। କାମିନୀ ରାୟ ଏକାସଙ୍ଗରେ ଜଣେ କବି, ଶିକ୍ଷାବିତ୍‌ ଏବଂ ସାମାଜିକ କର୍ମୀ ଥିଲେ। ୧୮୬୪ ଅକ୍ଟୋବର ୧୨ ତାରିଖରେ ସେ ବଶ୍ଚିମବଙ୍ଗର ବସଂଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳେ ଗଣିତରେ ରୁଚି ଥିବା ସତ୍ତ୍ୱେ କାମିନୀ ଦେବୀ କମ୍‌ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲେ। ୧୮୮୬ରେ ବେଥ୍ୟୁନ୍‌ କଲେଜରୁ ସଂସ୍କୃତରେ ସ୍ନାତକ ଅର୍ଜନ କରିଥିଲେ। ସେତେବେଳେ ମହିଳାଙ୍କ ଅଧିକାର ପାଇଁ କାମିନୀ ରାୟ ଲଢୁଥିଲେ। ସେ କବି ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ବେଶ୍‌ ପ୍ରଭାବିତ ହୋଇଥିଲେ।


All Right Reserved By Dharitri.Com

ରାଜ୍‌ଘାଟରେ ଧାରଣା ଦେବେ ସୋନିଆ

ନୂଆଦିଲ୍ଲୀ, ୨୨ା୧୨: ସିଏଏକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ସୋମବାର ରାଜ୍‌ଘାଟଠାରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କରାଯିବ। ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ...

ସୁରକ୍ଷା କର୍ମୀ ମାଓବାଦୀ ମୁହାଁମୁହିଁ: ଲକ୍ଷେ ଟଙ୍କା ପୁରସ୍କାର ଘୋଷିତ ଥିବା ମାଓବାଦୀ ନିହତ

ରାୟପୁର,୨୩।୭: ଛତିଶଗଡ଼ ସୁକମାର ବିରାଭଟ୍ଟି ଜଙ୍ଗଲରୁ ଡିଆରଜି ଯବାନ ଜଣେ ମାଓବାଦୀଙ୍କ ମୃତଦେହ ଜବତ କରିଛନ୍ତି। ସେଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

କ୍ଷୁଧା ମେଣ୍ଟାଇ ପାରିବନି ଚନ୍ଦ୍ର ମିଶନ: ରାହୁଲ

ଲାତୁର,୧୪ା୧୦(ପି.ଟି.): ଦେଶର ଯୁବପିଢ଼ି ନିଯୁକ୍ତି ଖୋଜୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସେମାନଙ୍କୁ ଜହ୍ନ ଦେଖିବାକୁ କହୁଛନ୍ତି। ଭାରତର ଅର୍ଥନୀତି ଭୁଶୁଡ଼ିବା ଏବେ...

ହସ୍ପିଟାଲରୁ ଲୁଚି ପଳାଇଲେ ଚାଇନା ଫେରନ୍ତା ଛାତ୍ର: ଲୋକେ ଭୟଭୀତ

ଭୋପାଳ,୩।୨: ମଧ୍ୟପ୍ରଦେଶ ଛତରପୁରର ନୌଗାଁଓ ଅଞ୍ଚଳରେ ଚାଇନରୁ ଫେରିଥିବା ଜଣେ ଛାତ୍ରଙ୍କୁ କରୋନାଭାଇରସ ସଂକ୍ରମଣର ଆଶଙ୍କା କରି ଭର୍ତ୍ତି କରାଯାଇଥିଲା। ହେଲେ ସେ ହଠାତ୍‌ ହସ୍ପିଟାଲରୁ...

ଭାରତରେ ଦ୍ୱିତୀୟ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ, ୧୪ା୩: କରୋନା ଭୂତାଣୁ ଭାରତରେ ଆଉ ଏକ ମୁଣ୍ଡ ନେଇଛି। ମଙ୍ଗଳବାର କର୍ନାଟକର କାଲବୁର୍ଗୀରେ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ଘଟିଥିବାବେଳେ...

ପୈତୃକ ଗ୍ରାମର ୨ ହଜାର ପରିବାରକୁ ଦିଆଯିବ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର: ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ୍‌, ୨୩।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ(କେସିଆର୍‌) ନିଜ ପୈତୃକ ଗ୍ରାମ ଚିନ୍ତାମଡାକାର ରହୁଥିବା ୨ ହଜାର ପରିବାରକୁ ୧୦-୧୦ ଲକ୍ଷ ଟଙ୍କା ଲେଖାଏଁ ପୁରୁସ୍କାର...

୪ ଶହ ବର୍ଷ ହେଲା ଗାଁରେ ହୋଇନି କୌଣସି ଶିଶୁଙ୍କ ଜନ୍ମ…

ମଧ୍ୟପ୍ରଦେଶ ରାଜଗଡ଼ ଜିଲା ସଙ୍କ୍‌ ଶ୍ୟାମ୍‌ ଜୀ ଗାଁରେ ଗତ ୪ ଶହ ବର୍ଷ ଧରି କୌଣସି ଶିଶୁଙ୍କ ଜନ୍ମ ହୋଇନି। ଭୋପାଳଠାରୁ ଏହି ଗାଁର...

ତ୍ରିପୁରା ଦେଇ ଭାରତ ଆସିବାକୁ ଉଦ୍ୟମ କରୁଛନ୍ତି ରୋହିଙ୍ଗ୍ୟା

ଅଗରତାଲା,୨୧।୭: ମ୍ୟାନମାରରୁ ବାଂଲାଦେଶ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀମାନେ ଏବେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ବାଂଲାଦେଶ ସୀମାକୁ ଲାଗିଥିବା ତ୍ରିପୁରା ଦେଇ ଏମାନେ ଅନୁପ୍ରବେଶ...

Leave a comment

Your email address will not be published. Required fields are marked *