Posted inଖେଳ

କମଲେଶ୍‌ଙ୍କୁ ଟାଇଟଲ

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି)-
ହରିୟାଣାର କର୍ନଲଠାରେ ଶୁକ୍ରବାର ଶେଷ ହୋଇଥିବା ଚାମୁଣ୍ଡା ଏଆଇଟିଏ ଚାମ୍ପିୟନଶିପ୍‌ ସିରିଜର ୧୨ ବର୍ଷରୁ କମ୍‌ ବିଭାଗରେ ଓଡ଼ିଶାର ଟେନିସ ପ୍ରତିଭା କମଲେଶ ରଥ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ସେ ମହାରାଷ୍ଟ୍ରର ଏନ. ଅଭିରାମ ଅମିତଙ୍କୁ ୭-୫, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଏଥିସହ ସେ ୨୫ ଏଆଇଟିଏ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ହାସଲ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଅଲରାଉଣ୍ଡର ରେକର୍ଡ ଭାଙ୍ଗିଲେ ଗୌଥମ

ବାଙ୍ଗାଲୋର,୨୪।୮: କ୍ରୀଷ୍ଣପା ଗୌଥମ ଶୁକ୍ରବାର ବୋଧହୁଏ କ୍ରିକେଟ ଇତିହାସରେ ଶ୍ରେଷ୍ଠ ଅଲରାଉଣ୍ଡର ପ୍ରଦର୍ଶନ କରିଛନ୍ତି। କର୍ନାଟକ ପ୍ରିମିୟର ଲିଗ୍‌(କେପିଏଲ)ରେ ବଲାରି ଟସ୍କର୍ସ ପାଇଁ ଖେଳୁଥିବା ଡାହାଣହାତୀ...

୯୮ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ କର୍ନଓ୍ବାଲ

କିଙ୍ଗ୍‌ଷ୍ଟନ (ଜାମାଇକା),୩୧।୮: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଅଫ୍‌ ସ୍ପିନିଂ ଅଲରାଉଣ୍ଡର ରଖିମ କର୍ନଓ୍ବାଲ ପଦାର୍ପଣ କରିଛନ୍ତି। ଏଥିସହ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା...

ଡିସେମ୍ବରରେ ମେରିକମ୍‌-ନିଖାତଙ୍କ ଟ୍ରାଏଲ

ନୂଆଦିଲ୍ଲୀ,୯।୧୧- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରିକମ୍‌ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବକ୍ସର ନିଖାତ ଜାରିନଙ୍କ ମଧ୍ୟରେ ଟ୍ରାଏଲ ମ୍ୟାଚ୍‌ ଖେଳାଯିବା ନେଇ ଶନିବାର...

ଭାଜପାରେ ବବିତା, ବାପା ମହାବୀର

ନୂଆଦିଲ୍ଲୀ,୧୨।୮- ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକଧାରୀ ବବିତା ଫୋଗଟ ଓ ତାଙ୍କ ବାପା ତଥା କୋଚ୍‌ ମହାବୀର ଫୋଗଟ ସୋମବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ...

ବିବାହ ପରେ ସୁଧୁରିଛି ଜୀବନଶୈଳୀ: କୋହଲି

ଲଣ୍ଡନ, ୨୮।୫: ଟିମ୍‌ ଇଣ୍ଡିଆର ‘ମିଶନ୍‌ ବିଶ୍ୱକପ୍‌’ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ବିରାଟ କୋହଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ ଖୁଲାସା...

ଏହି ଅଭିନେତ୍ରୀଙ୍କ ସହ ଫଟୋ ଶେୟାର କରି ଚର୍ଚ୍ଚାରେ କ୍ରିକେଟର କେ.ଏଲ୍‌. ରାହୁଲ

ଭାରତୀୟ କ୍ରିକେଟରମାନେ ବଲିଉଡ୍‌ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି।...

ଶୃଙ୍ଖଳିତ ସୈନିକ ସୁନୀତା

ଭୁବନେଶ୍ୱର, ୩।୧(କ୍ରୀଡ଼ା ପ୍ରତିନିଧି)- ଆଘାତ ଜନିତ ସମସ୍ୟା ଯୋଗୁ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଭାରତୀୟ ମହିଳା ହକି ଦଳର ତାରକା ଡିଫେଣ୍ଡର ଓଡ଼ିଶାର...

ଭାରତକୁ ଉତ୍ସାହିତ କଲେ ଖେଳାଳିଙ୍କ ପରିବାର

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)-ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଖେଳୁଥିବାରୁ ଖେଳାଳିଙ୍କୁଉତ୍ସାହିତ କରିବାକୁ ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ଥିଲେ ସ୍ଥାନୀୟ ଖେଳାଳିଙ୍କ ପରିବାର। ମହିଳା...

Leave a comment

Your email address will not be published. Required fields are marked *