ସବୁ ଧର୍ମକୁ ସମ୍ମାନ କରେ: ନୁସରତ

କୋଲକାତା,୧୧।୧୦: ତ୍ରୁଣମୂଳ କଂଗ୍ରେସର ଲ-ମେକର ତଥା ଅଭିନେତ୍ରୀ ନୁସରତ ଜାହାନ ଏବେ ପ୍ରାୟ ଅଧିକାଂଶ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଦୁର୍ଗାପୂଜା ଅବସରରେ ସେ ଏକ ପେଣ୍ଡାଲରେ ସିନ୍ଦୁର ଖେଳିବା ବେଳେ କହିଛନ୍ତି ସେ ସବୁ ଧର୍ମକୁ ସମ୍ମାନ କରନ୍ତି। ଦୁର୍ଗାପୂଜାରେ ବିଶେଷ କରି ବଙ୍ଗାଳି ପରିବାରର ସଧବା ନାରୀମାନେ ମା’ଙ୍କ ସାମ୍ନାରେ ସିନ୍ଦୁର ଖେଳି ଥାଆନ୍ତି। ଏଥିରେ ଜଣେ ଅନ୍ୟ ଜଣଙ୍କ ମଥାରେ ସିନ୍ଦୁର ପିନ୍ଧାଇ ଥାଆନ୍ତି। ହେଲେ ନୁସରତ ଜଣେ ମୁସଲମାନ ପରିବାରର ଝିଅ ହୋଇଥିବା ବେଳେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଚଳିତ ବର୍ଷ ବିବାହ କରିଛନ୍ତି। ଏହାପରେ ସେ ହିନ୍ଦୁ ରୀତିନିତି ଅନୁଯାୟୀ ଶଙ୍ଖା ଓ ମଙ୍ଗଳସୂତ୍ର ପିନ୍ଧୁଥିବା ବେଳେ ଚଳିତବର୍ଷ ଦୂର୍ଗାପୂଜାରେ ଭାଗନେବା ସହ ସିନ୍ଦୁର ଖେଳ ଖେଳିଛନ୍ତି। ଆଉ କହିଛନ୍ତି ସେ ସବୁ ଧର୍ମକୁ ସମ୍ମାନ କରନ୍ତି।


All Right Reserved By Dharitri.Com

୨୦୨୨ରେ ଭାରତର ମାନବ ମିଶନ ‘ଗଙ୍ଗାୟାନ’: ୪ ମହାକାଶଚାରୀଙ୍କୁ ତାଲିମ ଦେବ ରୁଷିଆ

ନୂଆଦିଲ୍ଲୀ,୨୮।୮: ଭାରତ ପକ୍ଷରୁ ୨୦୨୨ରେ ଆରମ୍ଭ ହେବ ମାନବ ମିଶନ ‘ଗଙ୍ଗାୟାନ୍‌’। ଏହି ମିଶନ ପାଇଁ ୪ ମହାକାଶଚାରୀଙ୍କୁ ରୁଷିଆ ତାଲିମ୍‌ ଦେବ। ଏନେଇ ପ୍ରଧାନମନ୍ତ୍ରୀ...

କର୍ନାଟକ ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ

ବେଙ୍ଗାଲୁରୁ,୯।୧୨: କର୍ନାଟକର ୧୫ଟି ବିଧାନସଭା ଆସନ ପାଇଁ ହୋଇଥିବାଉପନିର୍ବାଚନର ମତଗଣନା ସୋମବାର ସକାଳ ୮ଟାଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ଅପରାହ୍ନ ୪...

ଟେଲିଫୋନ୍‌ କମ୍ପାନୀଙ୍କୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଡଟ୍‌ ଆବେଦନକୁ ମଞ୍ଜୁରୀ; ଦେବାକୁ ପଡ଼ିବ ୯୨ ହଜାର କୋଟିରୁ ଅଧିକ ବକେୟା

ନୂଆଦିଲ୍ଲୀ,୨୪।୧୦: ଦେଶର ବିଭିନ୍ନ ଟେଲିଫୋନ୍‌ କମ୍ପାନୀଗୁଡ଼ିକୁ ସୁପ୍ରିମ୍‌କୋର୍ଟରେ ବଡ଼ ଝଟ୍‌କା ମିଳିଛି। ଡିପାର୍ଟମେଣ୍ଟ୍‌ ଅଫ୍‌ ଟେଲିକମ୍ୟୁନିକେଶନ (ଡଟ୍‌) ପକ୍ଷରୁ ବକେୟା ଆଦାୟ ପାଇଁ ଏକ ଆବେଦନ...

ରୋମାନ୍ସରେ ବୁଡିଲେ ସନ୍ନିଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ନାୟକ ସନ୍ନି ଦେଓଲଙ୍କ ପୁଅ କରନ ଦେଓଲ ଏବେ ରୋମାନ୍ସରେ ବୁଡି ରହିଥିବା ଦେଖିବାକୁ ମିଳିଛି। ସନ୍ନିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଲ୍‌ ପଲ୍‌...

ନିର୍ଭୟା କାଣ୍ଡ: ଡିସେମ୍ବର ୧୬ରେ ଦୋଷୀଙ୍କୁ ହୋଇପାରେ ଫାଶୀ

ନୂଆଦିଲ୍ଲୀ,୯।୧୨: ନିର୍ଭୟା କାଣ୍ଡକୁ ଇତିମଧ୍ୟରେ ୭ ବର୍ଷ ବିତି ଯାଇଛି। ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କୁ ଡିସେମ୍ବର ୧୬ରେ...

ଦୁଇ ଦିନିଆ କୋଲକାତା ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ,୧୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କୋଲକାତା ଗସ୍ତରେ ଯିବେ। ଶନିବାର ଓ ରବିବାର ସେ କୋଲକାତା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ...

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ବେରେ ଦୁର୍ଘଟଣା: ୭ ମୃତ, ୩୪ ଆହତ

ମୈନପୁରି,୨୧।୪: ଉତ୍ତର ପ୍ରଦେଶର ମୈନିପୁରିଠାରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ରବିବାର ଭୋର ସମୟରେ ଟ୍ରକ ସହ ଏକ ବସ୍‌ ଧକ୍କା ହେବା ଫଳରେ ଏଥିରେ ଅତିକମ୍‌ରେ ୭...

ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୭: ଓଡ଼ିଶା ରସଗୋଲାକୁ ଜିଆଇ (ଭୌଗୋଳିକ ସାଙ୍କେତିକ)ଟ୍ୟାଗ୍‌ ମାନ୍ୟତା ମିଳିଛି। ଏହାଅନୁସାରେ ରସଗୋଲା ଓଡ଼ିଶାର ଭୌଗୋଳିକ ସ୍ଥିତି ସହିତ ଜଡ଼ିତ ରହିଛି ବୋଲି ସ୍ବୀକୃତି ମିଳିଛି।...

Leave a comment

Your email address will not be published. Required fields are marked *