Posted inଜାତୀୟ

କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ: ୪.୫୨କୋଟି ଟଙ୍କା ଜବତ

ବେଙ୍ଗାଲୁର,୧୧।୧୦: କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱରଙ୍କ ୩୦ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଦ୍ୱିତୀୟ ଦିନରେ ବି ଚଢ଼ାଉ ଜାରି ରଖିଛି। ଗୁରୁବାର ସକାଳୁ ଆରମ୍ଭ ହୋଇଥିବା ଏହି ଚଢ଼ାଉ ଶୁକ୍ରବାର ମଧ୍ୟ ଜାରି ରହିଛି। ତେବେ ଗୁରୁବାର ଚଢ଼ାଉରେ ପ୍ରାୟ ୪.୫୨କୋଟି ଟଙ୍କା ଜବତ କରାଯାଇଛି। ଶୁକ୍ରବାର ସିଦ୍ଧାର୍ଥ ମେଡିକାଲ କଲେଜ ପରିସର ଏବଂ ପରମେଶ୍ୱରଙ୍କ ବାସଭବନ ଓ ପ୍ରତିଷ୍ଠାନଗୁଡିକ ଉପରେ ଆୟକର ବିଭାଗ ଚଢ଼ାଉ କରିଛି। ଏହି କଲେଜ ପରମେଶ୍ୱରଙ୍କ ଟ୍ରଷ୍ଟ ଦ୍ୱାରା ଚାଲୁଥିବା ଜଣାପଡ଼ିଛି। ଏଥିସହ ତାଙ୍କ ଭାଇଙ୍କ ପୁଅ ଘରେ ମଧ୍ୟ ଚଢ଼ାଉ କରାଯାଇଛି।


All Right Reserved By Dharitri.Com

ଭାରତ ରତ୍ନକୁ ନେଇ ଭାଜପା-କଂଗ୍ରେସ ଟଣାଓଟରା: ଭଗତ ସିଂ,ସୁଖଦେବ, ରାଜଗୁରୁଙ୍କୁ ମିଳୁ ଭାରତ ରତ୍ନ; ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୧୦: ଭାରତ ରତ୍ନକୁ ନେଇ ଭାଜପା-କଂଗ୍ରେସ ମଧ୍ୟରେ ଟଣାଓଟରା ଜାରି ରହିଛି। ପୂର୍ବରୁ ଭାଜପା ପକ୍ଷରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଘୋଷଣା ପତ୍ରରେ କୁହାଯାଇଥିଲା କି...

ଅଯୋଧ୍ୟାରେ ଶ୍ରୀରାମଙ୍କ ମୂର୍ତ୍ତି ଉଦ୍‌ଘାଟନ କଲେ ଯୋଗୀ

ଅଯୋଧ୍ୟା,୭।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଅଯୋଧ୍ୟାରେ ଥିବା ଭଗବାନ ରାମଙ୍କ କୋଦଣ୍ଡ ପ୍ରତିମୂର୍ତ୍ତିକୁ ଉଦ୍‌ଘାଟନ କରିଛନ୍ତି। ୭ଫୁଟ ଉଚ୍ଚ ଥିବା ଏହି ପ୍ରତିମାର...

ମହାରାଷ୍ଟ୍ର ରାଜନୀତିରେ ସଙ୍କଟ

ମୁମ୍ବାଇ,୧୫।୧୨: ରାହୁଲ ଗାନ୍ଧୀ, ବୀର ସଭରକରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ଏବେ ରାଜନୈତିକ ମୋଡ ନେଲାଣି। ଗୋଟିଏ ଦିନ ପୂର୍ବରୁ ଶିବସେନା କହିଥିଲା ସଭରକରଙ୍କୁ...

ଶହୀଦଙ୍କ ପୁଅକୁ କୋଳରେ ଧରି କୋହ ସମ୍ଭାଳି ପାରିଲେନି ଏସ୍‌ଏସ୍‌ପି

ଶ୍ରୀନଗର,୧୮।୬: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ପୋଲିସ ଅଧିକାରି ଅନ୍ୟଜଣେ ଶହୀଦ ପୋଲିସ ଅଧିକାରୀଙ୍କ ୪ ବର୍ଷର...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ହିଜବୁଲ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୩: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଗୁରୁବାର ୩ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀମାନେ ହେଉଛନ୍ତି ଆକିବ୍‌ ଅହମ୍ମଦ, ବଶରତ୍‌ ଅହମ୍ମଦ...

ସୋମବାର ଝାଡ଼ଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ମତଦାନ: ୧୫ ଆସନରେ ୨୨୧ ପ୍ରାର୍ଥୀ

ରାଞ୍ଚି, ୧୪।୧୨: ସୋମବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ୧୫ଟି ଆସନ ଲାଗି ମତଦାନ କରାଯିବ। ନିର୍ବାଚନ...

ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ପ୍ରତିଦିନ କରାଯାଏ ୧୫୦ ଥର ଫାୟାରିଂ

ସୁରଟ,୧୫।୧୦: ପ୍ରତିଦିନ ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ଉଡୁଥିବା ପକ୍ଷୀଙ୍କୁ ହଟାଇବା ପାଇଁ ୧୫୦ ଥର ଫାୟାରିଂ କରାଯାଇଥାଏ। ଏହି ବିମାନ...

ବୃଦ୍ଧି ପାଇବ ଭାରତର ପ୍ରତିରକ୍ଷା ଶକ୍ତି: ଆମେରିକା ସହିତ କରାଯିବ ୭.୫ ବିଲିୟନ୍‌ ଡଲାରର ସାମରିକ ଚୁକ୍ତି

ନୂଆଦିଲ୍ଲୀ,୧୭।୧୧: ଭାରତ ଆମେରିକା ସହିତ ୭.୫ ବିଲିୟନ୍‌ ଡଲାରର ସାମରିକ ଚୁକ୍ତି ହେବ। ଚୁକ୍ତି ଅନୁସାରେ ଆମେରିକା ଭାରତକୁ ସି ଗାର୍ଡିୟନ୍‌ ଆର୍ମଡ୍‌ ଡ୍ରୋନ୍‌ ଏବଂ...

Leave a comment

Your email address will not be published. Required fields are marked *