ତାଳଚେରରେ ବ୍ରଜକିଶୋର ୧୧୧୦୭ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୧୪ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୧୧୧୦୭ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ବ୍ରଜକିଶୋର ମୋଟ୍‌ ୩୪୮୯୩ ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପାର କାଳନ୍ଦୀ ସାମଲ ୨୩୭୮୬ ଖଣ୍ଡ ଭୋଟ ପାଇଛନ୍ତି।


All Right Reserved By

ସୁଧୀର ୮୫୮୨ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ୯ମ ରାଉଣ୍ଡ ସୁଦ୍ଧା ୬୫,୫୬୦ ଭୋଟ କାଉଣ୍ଟ ହୋଇଛି। ସେଥିରୁ ବିଜେଡିର ସୁଧୀର ସାମଲ ୩୦,୬୯୨ ଖଣ୍ଡ ଭୋଟ...

ଅବ୍ୟବସ୍ଥାରେ ବଅଁରପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ର:ନିରୀକ୍ଷକ, ସହାୟକ ପଦବୀ ଖାଲି

ବଅଁରପାଳ, ୧୫ା୬ (ଡି.ଏନ୍‌.ଏ)ପ୍ରାଣୀ ସମ୍ପଦର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ଅନେକ ସମୟରେ ଗୃହ ଓ ଯନ୍ତ୍ରପାତି...

ଅଜଣା ରୋଗୀଙ୍କ ପାଇଁ ବିଗୁଡୁଛି ପରିମଳ ବ୍ୟବସ୍ଥା: ସର୍ଜରି ଓ୍ବାର୍ଡରେ ବଢ଼ୁଛି ସଂକ୍ରମଣ ଭୟ

ଅନୁଗୋଳ ଅଫିସ, ୨୭।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବଢ଼ୁଛି ରୋଗୀଙ୍କ ସଂଖ୍ୟା। ଦୈନିକ ଶତାଧିକ ରୋଗୀ ବିଭିନ୍ନ ବିଭାଗକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଅନେକ...

ଯୁବକଙ୍କୁ ଗଳାକାଟି ହତ୍ୟା

କାମାକ୍ଷାନଗର, ୯।୬(ଡି.ଏନ.ଏ.) – ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ା ଥାନା ପଥରକଟା ଗ୍ରାମର ସର୍ବେଶ୍ୱର ମହନ୍ତ (୨୯)ଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ବାଲିକୁମା ସନ୍ଦା ଜଙ୍ଗଲରୁ...

ଅନୁଗୋଳରେ ରଜନୀକାନ୍ତ ୩୯୦୮ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୭ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ରଜନୀକାନ୍ତ ସିଂ ୩୯୦୮ ଭୋଟରେ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ...

ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଚତୁର୍ଥ ମହଲାରୁ ଡେଇଁ ରୋଗୀ ମୃତ

ଢେଙ୍କାନାଳ ଅଫିସ, ୧୭।୫: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଚତୁର୍ଥ ମହଲାରୁ ଡେଇଁବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟୁନା ବେହେରା(୨୨)।...

ଆସାନସୋଲ୍‌ରେ ଭାଜପାକର୍ମୀଙ୍କ ଉପରେ ଲାଠି ଚାର୍ଜ

କୋଲକତା, ୨୯।୪: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଅଶାନ୍ତ ହୋଇଛି ଆସାନସୋଲ୍‌। ଏଠାରେ କେତେକ ବୁଥ୍‌ରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇ ନାହାଁନ୍ତି। ସେ ସବୁ ବୁଥ୍‌...

ବେଆଇନ ବାଲି ଚାଲାଣ ବନ୍ଦ ଦାବି

ଭୁବନ, ୩।୬(ଡି.ଏନ.ଏ.)-ଭୁବନ ରାଜସ୍ବ ବିଭାଗ ପକ୍ଷରୁ ନିଲାମ ଦିଆଯାଇଥିବା ବାଲି ଖାଦାନଗୁଡ଼ିକରୁ ବେଆଇନ ବାଲି ଚାଲାଣ ବଢ଼ିବାରେ ଲାଗିଛି। ସରକାରୀ ନୀତିନିୟମକୁ ବେଖାତିର କରି ହାଇଓ୍ବା,...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *