Posted inଜାତୀୟ

ଭାରତ ସୀମାରେ ପ୍ରବେଶ କଲା ପାକିସ୍ତାନ ଡ୍ରୋନ୍‌

ଫିରୋଜପୁର,୮।୧୦: ପଞ୍ଜାବ ଫିରୋଜପୁରରେ ଥିବା ହୁସୈନିଓ୍ବାଲ ସୀମାନେ ପାକିସ୍ତାନର ଏହ ଡ୍ରୋନ୍‌ ମଙ୍ଗଳବାର ପ୍ରବେଶ କରିଥିବା ଜଣାପଡିଛି। ସାରା ଦେଶ ଦଶହରା ଉତ୍ସବରେ ବୁଡି ରହିଥିବା ବେଳେ ସୁଗୋଯ ଦେଖି ପାକିସ୍ତାନ ଭାରତ ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି। ଦିନ ପ୍ରାୟ ୧୦ଟାରୁ ୧୦ଟା ୪୦ ଓ ପୁଣିଥରେ ୧୨ଟା୨୫ରେ ପାକିସ୍ତାନ ଡ୍ରୋନ୍‌ ଭାରତୀୟ ସୀମା ନିକଟରେ ଉଡୁଥିବା ଦେଖାଯାଇଥିବା ବେଳେ ଏ ସମ୍ପର୍କରେ ବିଏସ୍‌ଏଫ୍‌ ଯବାନ ମାନେ ତାଙ୍କ ଉଚ୍ଚ ଅଧିକାରୀଙ୍କୁ ସୂଚନା ଦେବା ପରେ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି।


All Right Reserved By Dharitri.Com

ମୋଦି ଧ୍ୟାନ କରୁଥିବା ଗୁମ୍ଫାରେ ରହିବାକୁ ଚାହିଁଲେ ଗୋଟିଏ ରାତି ପାଇଁ ଦେବାକୁ ପଡିବ ୯୯୦ଟଙ୍କା

ଡେରାଡୁନ,୨୦।୫: ଗେରୁଆ ବସ୍ତ୍ରପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥର ଯେଉଁ ଗୁମ୍ଫାରେ ଧ୍ୟାନ କରୁଥିଲେ ତାହା ଏବେ ବେଶ୍‌ ଚର୍ଚ୍ଚିତ। ଶନିବାର ଏହି ଫଟୋଟି ସୋସିଆଲ...

ଜାମିନ ପାଇଁ ହାଇକୋର୍ଟ ଗଲେ ଲାଲୁ

ରାଞ୍ଚି, ୧୦।୬: ଚାରା ଘୋଟାଲାରେ ସମ୍ପୃକ୍ତ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜେଲ୍‌ ଦଣ୍ଡ ଭୋଗୁଥିବାବେଳେ ଜାମିନ ପାଇଁ ଝାଡଖଣ୍ଡ ହାଇକୋର୍ଟରେ ଆବେଦନ କରିନ୍ତି।...

ମୁସଲମାନ କଲେ ହିନ୍ଦୁ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର

ଗୁଆହାଟୀ, ୨୬।୮: ଆସାମରେ କାମରୂପ ଜିଲାରେ ଭାଇଚାରାର ଏକ ନିଆରା ଦିଗ୍‌ଦର୍ଶନ ଦେଖିବାକୁ ମିଳିଛି। ଜଣେ ହିନ୍ଦୁ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୁସଲମାନ ସମ୍ପ୍ରଦାୟର ଲୋକେ...

ମୋଦିଙ୍କୁ ଭେଟିବା ପୂର୍ବରୁ ଯଶୋଦାବେନଙ୍କୁ ଭେଟିଲେ ମମତା

କୋଲକାତା,୧୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ। ହେଲେ ସେ ମୋଦିଙ୍କୁ ଭେଟିବା ପୂର୍ବରୁ ତାଙ୍କ ପତ୍ନୀ...

ରଣ୍‌ଠମ୍ବର ଜାତୀୟ ଉଦ୍ୟାନରୁ ୨୬ ବାଘ ନିଖୋଜ

ଜୟପୁର,୨୨ା୨(ପି.ଟି.): ରାଜସ୍ଥାନର ରଣ୍‌ଠମ୍ବର ଜାତୀୟ ଉଦ୍ୟାନରୁ ୨୬ଟି ବାଘ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ଭାଜପା ଏମ୍‌ପି ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ...

୭୦ ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୫୨ କୋଟିପତି: ୪୩ଙ୍କ ବିରୋଧରେ ଆପରାଧୀକ ମାମଲା

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ସଂଖ୍ୟା ଗରିଷ୍ଠତା ହାସଲ କରିଛି। ୭୦ ବିଧାନସଭା ଆସନ ମଧ୍ୟରୁ ଏଏପି ଖାତାକୁ ୬୨ ଯାଇଥିବାବେଳେ...

କିରନ୍‌ ମୋତେ ବଦନାମ କରୁଛନ୍ତି: ନାରାୟଣସ୍ବାମୀ

ପୁଡୁଚେରୀ,୧୬।୧: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ପୁଣିଥରେ ଉପରାଜ୍ୟପାଳ କିରନ୍‌ ବେଦୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଁ ଅଥବା ମୋ ପରିବାରର କେହି ଯଦି...

ବର୍ଷାଋତୁ ପୂର୍ବରୁ ବୁଢ଼ା ପାହାଡ଼ ହେବ ମାଓମୁକ୍ତ: ଆରମ୍ଭ ହେବ ଅପରେଶନ୍‌ ଅଲ୍‌ଆଉଟ୍‌

ରାଞ୍ଚି ୨୫।୫: ବର୍ଷାଋତୁ ପୂର୍ବରୁ ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ମଧ୍ୟରେ ଥିବା ବୁଢ଼ା ପାହାଡ଼ ଅଞ୍ଚଳକୁ ମାଓମୁକ୍ତ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଠାରେ...

Leave a comment

Your email address will not be published. Required fields are marked *