Posted inଖେଳ

ଜିଭାଙ୍କ ଭଳି ଚଷମା ପିନ୍ଧିଲେ ରଣବୀର ସିଂ: ଧୋନୀ କହିଲେ ଏମିତି

ନୂଆଦିଲ୍ଲୀ:ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭାଙ୍କ ଭିଡିଓ ହେଉ କିମ୍ବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଜିଭାଙ୍କ କ୍ୟୁଟ୍‌ ଅନ୍ଦାଜ୍‌ ୟୁଜର୍ସଙ୍କୁ ବେଶ୍‌ ପସନ୍ଦ ମଧ୍ୟ ଆସିଥାଏ। ଧୋନୀ ନିଜ ଇନଷ୍ଟାଗ୍ରାମରେ ମଙ୍ଗଳବାର ଜିଭାଙ୍କ ଏକ ଫଟୋ ସହ ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ଏକ ଫଟୋ ଯୋଡି ଛାଡିଥିଲେ। ଉକ୍ତ ଫଟୋରେ ଜିଭାଙ୍କ ଭଳି ଚଷମା ରଣବୀର ସିଂ ଲଗାଇଥିବାର ଦେଖାଯାଇଛି। ଏବେ କ୍ରିକେଟ ଛାଡି ନିଜ ପରିବାର ସହ ସମୟ ବିତାଉଥିବା ଧୋନୀ କହିଛନ୍ତି, ଆଜିକାଲି ଛୋଟ ପିଲାମାନେ ନିଜ ଜିନିଷ ଖୁବ୍‌ଶୀଘ୍ର ଚିହ୍ନିପାରୁଛନ୍ତି। ଯେମିତି ଜିଭା, ରଣବୀରଙ୍କୁ ଏଭଳି ଚଷମା ପିନ୍ଧି ଥିବାର ଦେଖି ଘରେ ନିଜ ଚଷମାକୁ ଖୋଜିପକାଇଥିଲେ। ମିଳିବା ପରେ ମୋ ପାଖରେ ବି ଏମିତି ଚଷମା ଅଛି ବୋଲି କହିବାରୁ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଆଶା କରୁଛି, ଯଦି କେବେ ରଣବୀରଙ୍କୁ ଜିଭା ଭେଟନ୍ତି ତେବେ ଏହି ଚଷମା କଥା ନିଶ୍ଚୟ ଉଠାଇବେ ବୋଲି ଧୋନୀ କହିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଜାତୀୟ ସିନିୟର ଭଲିବଲ୍‌: ଓଡ଼ିଶାର ବିଜୟଧାରା ରୋକିଲା ଛତିଶଗଡ଼

ଭୁବନେଶ୍ୱର, ୨୯।୧୨ (ସ୍ପୋଟର୍‌ସ ବ୍ୟୁରୋ) – ଓଡ଼ିଶା ଭଲିବଲ୍‌ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ୍‌ (ମହିଳା ଓ ପୁରୁଷ)...

ଡୋପିଂ ମାମଲା: ‘ଓପନ’ ହିଅରିଂ ଦାବି କଲେ ସନ୍‌

ବେଜିଂ, ୨୧ା୭ (ଏଏଫ୍‌ପି)-ସୁଇମିଂ ସୁପରଷ୍ଟାର ସନ୍‌ ୟାଙ୍ଗ୍‌ ତାଙ୍କ ଡୋପିଂ ମାମଲାର ଶୁଣାଣି ସର୍ବସାଧାରଣରେ କରିବା ଲାଗି ନିବେଦନ କରିଛନ୍ତି। ସନ୍‌ ଏକମାତ୍ର ସନ୍ତରଣକାରୀ ଭାବେ...

ସୁପର କପ୍‌ ଜିତିଲା ରିୟଲ ମାଡ୍ରିଡ୍‌

ଜେଦ୍ଦା,୧୩ା୧ (ଏଏଫ୍‌ପି)- ଏଠାରେ ଅନୁଷ୍ଠିତ ସୁପର କପ୍‌ ଫାଇନାଲରେ ରିୟଲ ମାଡ୍ରିଡ୍‌ ପେନାଲ୍ଟି ଶୁଟ୍‌ଆଉଟ ଜରିଆରେ ଆଟଲେଟିକୋ ମାଡ୍ରିଡ୍‌କୁ ହରାଇ ଦେଇଛି। ସୌଦି ଆରବୀୟ ପ୍ରଶଂସକଙ୍କ...

ଏମିତି ରେକର୍ଡ କରିବାରେ ରସ୍‌ ଟେଲର ବିଶ୍ୱର ପ୍ରଥମ ଖେଳାଳି

ୱେଲିଂଟନ,୨୧।୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ରସ୍‌ ଟେଲର୍‌...

ହିମାଳୟରେ ପହଞ୍ଚିଲେ ବିରୁଷ୍କା

ଭାରତୀୟ କ୍ରିକେଟ ଦଳ ଏବେ ବାଂଲାଦେଶରେ ବିପକ୍ଷରେ ଟି-୨୦ ସିରିଜ୍‌ ଖେଳୁଛି। ଏହି ସିରିଜରୁ ବିଶ୍ରାମ ନେଇ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହ...

ବିସିସିଆଇ-ଅଲ୍‌ ଇଣ୍ଡିଆ ରେଡିଓ ଦୁଇ ବର୍ଷିଆ ଚୁକ୍ତି: ଖେଳର ରେଡିଓ କମେଣ୍ଟ୍ରି ଶୁଣିପାରିବେ ଶ୍ରୋତା

ନୂଆଦିଲ୍ଲୀ, ୧୦ା୯ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ଅଲ୍‌ ଇଣ୍ଡିଆ ରେଡିଓ (ଏଆଇଆର) ମଧ୍ୟରେ ଏକ ଦୁଇ ବର୍ଷିଆ ଚୁକ୍ତି ସ୍ବାକ୍ଷରିତ ହୋଇଛି।...

ମେସିଙ୍କ ଗୋଲ ସତ୍ତ୍ୱେ ହାରିଲା ବାର୍ସିଲୋନା

ସେଭିଲେ,୨୬।୫- ଚାମ୍ପିୟନ୍ସ ଲିଗ୍‌ ସେମିଫାଇନାଲ ପରାଜୟକୁ ଭୁଲିବା ପାଇଁ ବାର୍ସିଲୋନା କୋପା ଡେଲରେ କପ୍‌ ଜିତିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ଫାଇନାଲରେ ବାର୍ସିଲୋନା ୨-୧ ଗୋଲରେ...

କୋଭିଡ୍‌-୧୯: ଶ୍ରୀଲଙ୍କା କ୍ରିକେଟ ଦେବ ୨୫ ନିୟୁତ ଟଙ୍କା

କଲମ୍ବୋ, ୨୪ା୩ (ପି.ଟି.)- କୋଭିଡ୍‌ -୧୯ ବିରୋଧରେ ଚାଲିଥିବା ଲଢେଇରେ ଶ୍ରୀଲଙ୍କା କ୍ରିକେଟ (ଏସଏଲ୍‌ସି) ସୋମବାର ସରକାରଙ୍କୁ ୨୫ ନିୟୁତ ଟଙ୍କା (ଶ୍ରୀଲଙ୍କା ମୁଦ୍ରାରେ) ଦାନ...

Leave a comment

Your email address will not be published. Required fields are marked *