ପ୍ରପୋଜ୍‌ ଡେ’: ଜାଣନ୍ତୁ ସାଥୀଙ୍କୁ କେମିତି କହିବେ ମନର କଥା

ବର୍ତ୍ତମାନ ଭାଲେଣ୍ଟାଇନ୍‌ ଓ୍ବିକ୍‌ ବା ପ୍ରେମ ସପ୍ତାହ ଚାଲିଛି। ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଏହି ସପ୍ତାହକୁ ଯୁବପିଢ଼ି ବେଶ୍‌ ଉତ୍ସାହର ସହ ପାଳନ କରୁଛନ୍ତି। ରୋଜ୍‌ ଡେ’କୁ ପ୍ରେମର ପ୍ରଥମ ଦିନ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ। କାହାକୁ ମନେ ମନେ ପ୍ରେମ କରିବା ବା ଭଲ ପାଇବା ସହଜ ମାତ୍ର ଏହାକୁ ପରିପ୍ରକାଶ କରିବା ବହୁ ମୁସ୍କିଲ୍‌। ଯଦି କାହାକୁ ପ୍ରପୋଜ କରିବାକୁ ଚାହୁଁଥା’ନ୍ତି ତେବେ କିଛି ରୋମାଣ୍ଟିକ୍‌ ଟିପ୍ସ ଜାଣିରଖିବା ନିହାତି ଜରୁରୀ। ନଚେତ୍‌ ମନ ଚାହୁଁଥିବା ସାଥୀଟି ହାତଛଡ଼ା ହୋଇଯିବ।

– ଯେଉଁ ରାସ୍ତା ଦେଇ ଆପଣଙ୍କ ମନର ମଣିଷ ଯିବା ଆସିବା କରୁଥା’ନ୍ତି ସେହି ରାସ୍ତାରେ କିଛି ପ୍ରେମଭରା କଥା ଲେଖି ପତ୍ରଟିଏ ପକାଇ ଦିଅନ୍ତୁ। ଯେମିତି ସେ ଆପଣଙ୍କ ପ୍ରତି ଆକର୍ଷିତ ହେବେ।

– ଆଜିକାଲି ତ ଡିଜିଟାଲ ଯୁଗ। ସାଥୀଙ୍କୁ ସାମ୍ନା କରିବାକୁ ଯଦି ସତ୍‌ସାହସ ହେଉନି ତେବେ ହ୍ବାଟ୍‌ସଆପ୍‌, ଫେସ୍‌ବୁକ୍‌ ମାଧ୍ୟମରେ ମଧ୍ୟ ଏକ ଛୋଟିଆ ଏସ୍‌ଏମ୍‌ସଟି ପଠାଇ ମନର କଥା ପରିପ୍ରକାଶ କରନ୍ତୁ।

– ମନ ଚାହୁଁଥିବା ସାଥୀଙ୍କୁ ଯଦି କୌଣସି ଉପହାର ପସନ୍ଦ ତେବେ ତାଙ୍କୁ ଦେବାକୁ ଆଦୌ ଭୁଲନ୍ତୁ ନାହିଁ।

– ସର୍‌ପ୍ରାଇଜ୍‌ ପ୍ଲାନିଂ କରି ପ୍ରେମିକା ବା ପ୍ରେମିକ କେଉଁଆଡ଼େ ବୁଲି ଆସନ୍ତୁ। ସୁଯୋଗ ଦେଖି ମନର କଥା ପ୍ରକାଶ କରିଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ-ମୁସଲମାନ୍‌ କଲେ କିଡ୍‌ନୀ ଅଦଳବଦଳ

ନୂଆଦିଲ୍ଲୀ,୫।୩: ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବାଦବିବାଦ ଜାରି ରହିଥିବା ବେଳେ କଶ୍ମୀରର ଜଣେ ମୁସଲମାନ୍‌ ଝିଅ ଏବଂ ହରିୟାଣାର ଜଣେ ହିନ୍ଦୁ ଝିଅ ପରସ୍ପର...

ଜଙ୍ଗଲରେ ଦୋଳି ଖେଳୁଥିଲା ହାତୀ… ପରେ ଘଟିଲା କିଛି ଏମିତି

ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ ହେଉଛି। ସେଥି ମଧ୍ୟରୁ ପଶୁ ପକ୍ଷୀଙ୍କ ଭିଡିଓ ଅନ୍ୟତମ। କେତେବେଳେ ମାଙ୍କଡମାନଙ୍କ ଦୁଷ୍ଟାମି ତ କେତେବେଳେ ସେମାନଙ୍କ...

ଭାରତୀୟଙ୍କ ଆୟୁଷ କମି କମି ଯାଉଛି, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୯ା୭: ଭାରତରେ ଲୋକଙ୍କ ଆୟୁଷ ଦିନକୁ ଦିନ କମିକମି ଯାଉଛି। ଆମେରିକାର ଏକ ୟୁନିଭର୍‌ସିଟି ପକ୍ଷରୁ ଏହା କୁହାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ।...

ସୁପର ର଼୍ୟାଟ୍‌

ବର୍ତ୍ତମାନ ଜଳବାୟୁରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରଦୂଷିତ ପରିବେଶର ପ୍ରଭାବ କେବଳ ମାନବ ସମାଜ ନୁହେଁ, ଜୀବଜନ୍ତୁ, ବୃକ୍ଷଲତା ଉପରେ ପଡୁଛି। ଏହି ସମୟରେ ଏକ...

ମଦ ବୋତଲରେ ଭବ୍ୟ ମନ୍ଦିର

ପୃଥିବୀରେ ଥିବା ବିଭିନ୍ନ ଧର୍ମ ମଧ୍ୟରେ ବୌଦ୍ଧଧର୍ମ ଅନ୍ୟତମ। ଏହି ଧର୍ମ ପ୍ରତି ସାରା ପୃଥିବୀରେ ଗୁରୁତ୍ୱ ଓ ସମ୍ମାନ ରହିଛି। ବୌଦ୍ଧ ମନ୍ଦିରରେ ପୂଜା...

କାନ୍ଧରେ ଟେକନ୍ତି ହେଲିକପ୍ଟର

ଅଷ୍ଟ୍ରିଆର ଫରାଞ୍ଜ ମୁଲେନର୍‌ ବେଶ୍‌ ଶକ୍ତିଶାଳୀ। ସାଧାରଣତଃ କେହି ବ୍ୟକ୍ତି କାନ୍ଧରେ ନିଜ ଓଜନଠାରୁ ଦେଢଗୁଣ ପର୍ଯ୍ୟନ୍ତ ଭାର ଟେକି ପାରିବେ। ହେଲେ ଶକ୍ତିଶାଳୀ ଫରାଞ୍ଜ...

ଡଙ୍ଗାକୁ ଦେଖି ଛତ୍ରଭଙ୍ଗ ଦେଲେ ଶତାଧିକ କୁମ୍ଭୀର: ଦେଖନ୍ତୁ ଭିଡିଓ

ଡଙ୍ଗାକୁ ଦେଖି ଛତ୍ରଭଙ୍ଗ ଦେଇଛନ୍ତି ଶତାଧିକ କୁମ୍ଭୀର। ଜୀବନ ବିକଳରେ କୁମ୍ଭୀର ଗୁଡିକ ପଳାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ବେଶ...

ବିମାନ ଦୁର୍ଘଟଣାରେ ୧୦୩ ଲୋକଙ୍କ ହୋଇଥିଲା ମୃତ୍ୟୁ, ବଞ୍ଚି ଯାଇଥିଲେ ଏହି କୁନି ବାଳକ, ଜାଣନ୍ତୁ କିପରି…

କୁହାଯାଏ, ନିମିଷେ ମାତ୍ର ଥିଲେ ପ୍ରାଣ ନ ନେଇ ପାରେ ଜନ୍ତୁରାଣ। ଯଦି ଜୀବନ ଭାଗ୍ୟରେ ଲେଖାଥାଏ, ତେବେ ଯେତେ ବଡ଼ ଦୁର୍ଘଟଣା ହେଲେ ମଧ୍ୟ...

Advertisement
Archives

Model This Week