ସମ୍ବଲପୁର,୫।୧୧:ପାହାଡ଼ ମଝିରେ ପଥର ଭିତରେ ଫସିଲେ ଜଣେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଯୁଯୁମୁରା ବ୍ଲକ ଭଣ୍ଡାରୀମାଲ ପାହାଡ଼ରେ। ପୂର୍ଣ୍ଣିମାରେ ମନ୍ଦିର ଦର୍ଶନ ପାଇଁ ଯିବା ବେଳେ ସଂକୀର୍ଣ୍ଣ ଗୁମ୍ଫାରେ ଫସିଯାଇଛନ୍ତି। ମହିଳାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ କରୁଛି।
Dharitri – Odisha’s No.1 Odia Daily