ରସୁଲପୁର,୭।୧୨(ଡି.ଏନ୍‌.ଏ.)- 
ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତ ଓଡଙ୍ଗ ବିଜୁ କୃଷକ ସେବା ସମିତି ପକ୍ଷରୁ ହେଉଥିବା ଦୈନିକ ପରିବା ହାଟରେ ଗୁରୁବାର ଉତ୍ତେଜନା ଦେଖାଦେଇଛି। ପରିବା ହାଟରେ ବେଆଇନ ପାର୍କିଂରୁ ଗାଡ଼ିଗୁଡ଼ିକୁ ହଟାଇବାକୁ ଯାଇ ପୋଲିସ ଓ ବ୍ୟବସାୟୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ୧୬ ନଂ ଜାତୀୟ ରାଜପଥ ଏକ ଘଣ୍ଟା ପାଇଁ ବନ୍ଦ ହୋଇଥିଲା।
          ସୂଚନାଯୋଗ୍ୟ, ଉକ୍ତ ପରିବା ହାଟରେ ବେଆଇନ ଗାଡ଼ି ପାର୍କିଂ ହେଉଛି। ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ବୁଧବାର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୫ଟି ଗାଡ଼ିକୁ ଜବତ କରାଯାଇଥିଲା। ଗୁରୁବାର ପୋଲିସ ହାଟ ନିକଟରେ ପହଞ୍ଚତ୍ଥିଲା। ବ୍ୟବସାୟୀମାନେ ପରିବା ବିନିମୟ କରିବାରେ ବ୍ୟବହାର କରୁଥିବା ଗାଡ଼ି ଗୁଡ଼ିକ ୧୬ନଂ ଜାତୀୟ ରାଜପଥ ଉପରେ ବେଆଇନ ଭାବେ ପାର୍କିଂ କରାଯାଇ ରଖାଯାଇଥିଲା। ଫଳରେ ଗାଡି ଚଳାଚଳରେ ବାଧା  ଉପୁଜିଥିଲା । ପୋଲିସ ସେଠାରେ ପହଞ୍ଚତ୍ ଯାତାୟାତରେ ବାଧା ଉପୁଯାଉଥିବା ଗାଡି ଗୁଡିକୁ ହଟାଇବାବେଳେ ତାଙ୍କୁ କିଛି ପରିବା ବ୍ୟବସାୟୀ ଓ ହାଟ ପରିଚାଳନା ଦାୟିତ୍ୱରେ ଥିବା କମିଟିର ଲୋକେ ବିରୋଧ କରିଥିଲେ । ବିରୋଧ ସତ୍ତ୍ୱେ ପୋଲିସ ହାଟ ସ୍ଥଳରୁ ୬ଟି ବେଆଇନ ପାର୍କିଂ ଗାଡିକୁ ଟାଣି ନେଇଥିଲା । ଏହାର ପ୍ରତିବାଦରେ ବ୍ୟବସାୟୀମାନେ କେତେକ ଚାଷୀଙ୍କୁ ଏକାଠି କରି ରାସ୍ତା ଅବରୋଧ କରିଥିଲେ । ବ୍ୟବସାୟୀମାନେ ପୋଲିସ ବିରୋଧରେ କହି ଚାଷୀଙ୍କୁ ଢ଼ାଲ କରି ରାସ୍ତା ଅବରୋଧ ପାଇଁ କହିଥିଲେ। ଫଳରେ ଚାଷୀମାନେ ଉତ୍ତ୍ୟକ୍ତ ହୋଇ ରାସ୍ତା ଉପରେ ଟମାଟୋ, କଖାରୁ, ଅମୃତଭଣ୍ଡା ଆଦି ପନିପରିବାକୁ ରାସ୍ତା ଉପରେ ଢାଳି ରାସ୍ତା ଅବରୋଧ କରିଥିଲେ । ଅବରୋଧ କାର୍ଯ୍ୟ ସକାଳ ସାଢେ ୬ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ଚାଲିଥିଲା ।ଏକ ଘଣ୍ଟା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ଧର୍ମଶାଳା ଥାନା ଅଧିକାରୀ ଅମିତାଭ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚତ୍ ହାଟରୁ ଚାଷୀଙ୍କୁ କେହି ହଟାଇ ପାରିବେ ନାହିଁ ବୋଲି କହିଥିଲେ। ପୋଲିସର ବୁଝାଶୁଝା ପରେ ରାସ୍ତା ଅବରୋଧ ହଟିଥିଲା। ପ୍ରତ୍ୟାହୃତ କରିଥିଲେ। ଏହାଛଡା ପୋଲିସ ଥାନାକୁ ଟାଣି ନେଇଥିବା ଏକ ୧ ଆଇଚର ଗାଡି ଓ ୧ଦଶଚକିଆ ଟ୍ରକ ସମେତ ଜବତ କରିଥିବା ୬ଟି  ଗାଡି ମାଲିକଙ୍କୁ ଚେତାବନୀ ଦେବା ସହ ପିଆର ବଣ୍ଡରେ ଛାଡି ଦେଇଛି । ଅନ୍ୟପକ୍ଷରେ ବେଆଇନ ଅବରୋଧରେ ସମ୍ପୃକ୍ତ ବ୍ୟବସାୟୀ ଜ୍ଞାନରଞ୍ଜନ ରଥ, ସନାତନ ସାହୁ, ଅଜୟ ଦାଶ, ପ୍ରଦୀପ କୁମାର ବଳ, ବିବେକାନନ୍ଦ ରାଉତ, ବଳରାମ ସାହୁଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀଙ୍କ ନାଁରେ ପୋଲିସ ଏକ ମାମଲା(୫୪୧/୧୭)ରୁଜୁ କରିଛି । ଆଗାମୀ ଦିନରେ ରାଜପଥ ଅବରୋଧ କରୁଥିବା ଗାଡି ଗୁଡିକୁ ଜବତ କରାଯିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ଧର୍ମଶାଳା ଥାନାଧିକାରୀ ମହାପାତ୍ର  କହିଛନ୍ତି।
ରସୁଲପୁର,୭।୧୨(ଡି.ଏନ୍‌.ଏ.)- 
ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତ ଓଡଙ୍ଗ ବିଜୁ କୃଷକ ସେବା ସମିତି ପକ୍ଷରୁ ହେଉଥିବା ଦୈନିକ ପରିବା ହାଟରେ ଗୁରୁବାର ଉତ୍ତେଜନା ଦେଖାଦେଇଛି। ପରିବା ହାଟରେ ବେଆଇନ ପାର୍କିଂରୁ ଗାଡ଼ିଗୁଡ଼ିକୁ ହଟାଇବାକୁ ଯାଇ ପୋଲିସ ଓ ବ୍ୟବସାୟୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ୧୬ ନଂ ଜାତୀୟ ରାଜପଥ ଏକ ଘଣ୍ଟା ପାଇଁ ବନ୍ଦ ହୋଇଥିଲା।          ସୂଚନାଯୋଗ୍ୟ, ଉକ୍ତ ପରିବା ହାଟରେ ବେଆଇନ ଗାଡ଼ି ପାର୍କିଂ ହେଉଛି। ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ବୁଧବାର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୫ଟି ଗାଡ଼ିକୁ ଜବତ କରାଯାଇଥିଲା। ଗୁରୁବାର ପୋଲିସ ହାଟ ନିକଟରେ ପହଞ୍ଚତ୍ଥିଲା। ବ୍ୟବସାୟୀମାନେ ପରିବା ବିନିମୟ କରିବାରେ ବ୍ୟବହାର କରୁଥିବା ଗାଡ଼ି ଗୁଡ଼ିକ ୧୬ନଂ ଜାତୀୟ ରାଜପଥ ଉପରେ ବେଆଇନ ଭାବେ ପାର୍କିଂ କରାଯାଇ ରଖାଯାଇଥିଲା। ଫଳରେ ଗାଡି ଚଳାଚଳରେ ବାଧା  ଉପୁଜିଥିଲା । ପୋଲିସ ସେଠାରେ ପହଞ୍ଚତ୍ ଯାତାୟାତରେ ବାଧା ଉପୁଯାଉଥିବା ଗାଡି ଗୁଡିକୁ ହଟାଇବାବେଳେ ତାଙ୍କୁ କିଛି ପରିବା ବ୍ୟବସାୟୀ ଓ ହାଟ ପରିଚାଳନା ଦାୟିତ୍ୱରେ ଥିବା କମିଟିର ଲୋକେ ବିରୋଧ କରିଥିଲେ । ବିରୋଧ ସତ୍ତ୍ୱେ ପୋଲିସ ହାଟ ସ୍ଥଳରୁ ୬ଟି ବେଆଇନ ପାର୍କିଂ ଗାଡିକୁ ଟାଣି ନେଇଥିଲା । ଏହାର ପ୍ରତିବାଦରେ ବ୍ୟବସାୟୀମାନେ କେତେକ ଚାଷୀଙ୍କୁ ଏକାଠି କରି ରାସ୍ତା ଅବରୋଧ କରିଥିଲେ । ବ୍ୟବସାୟୀମାନେ ପୋଲିସ ବିରୋଧରେ କହି ଚାଷୀଙ୍କୁ ଢ଼ାଲ କରି ରାସ୍ତା ଅବରୋଧ ପାଇଁ କହିଥିଲେ। ଫଳରେ ଚାଷୀମାନେ ଉତ୍ତ୍ୟକ୍ତ ହୋଇ ରାସ୍ତା ଉପରେ ଟମାଟୋ, କଖାରୁ, ଅମୃତଭଣ୍ଡା ଆଦି ପନିପରିବାକୁ ରାସ୍ତା ଉପରେ ଢାଳି ରାସ୍ତା ଅବରୋଧ କରିଥିଲେ । ଅବରୋଧ କାର୍ଯ୍ୟ ସକାଳ ସାଢେ ୬ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ଚାଲିଥିଲା ।ଏକ ଘଣ୍ଟା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ଧର୍ମଶାଳା ଥାନା ଅଧିକାରୀ ଅମିତାଭ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚତ୍ ହାଟରୁ ଚାଷୀଙ୍କୁ କେହି ହଟାଇ ପାରିବେ ନାହିଁ ବୋଲି କହିଥିଲେ। ପୋଲିସର ବୁଝାଶୁଝା ପରେ ରାସ୍ତା ଅବରୋଧ ହଟିଥିଲା। ପ୍ରତ୍ୟାହୃତ କରିଥିଲେ। ଏହାଛଡା ପୋଲିସ ଥାନାକୁ ଟାଣି ନେଇଥିବା ଏକ ୧ ଆଇଚର ଗାଡି ଓ ୧ଦଶଚକିଆ ଟ୍ରକ ସମେତ ଜବତ କରିଥିବା ୬ଟି  ଗାଡି ମାଲିକଙ୍କୁ ଚେତାବନୀ ଦେବା ସହ ପିଆର ବଣ୍ଡରେ ଛାଡି ଦେଇଛି । ଅନ୍ୟପକ୍ଷରେ ବେଆଇନ ଅବରୋଧରେ ସମ୍ପୃକ୍ତ ବ୍ୟବସାୟୀ ଜ୍ଞାନରଞ୍ଜନ ରଥ, ସନାତନ ସାହୁ, ଅଜୟ ଦାଶ, ପ୍ରଦୀପ କୁମାର ବଳ, ବିବେକାନନ୍ଦ ରାଉତ, ବଳରାମ ସାହୁଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀଙ୍କ ନାଁରେ ପୋଲିସ ଏକ ମାମଲା(୫୪୧/୧୭)ରୁଜୁ କରିଛି । ଆଗାମୀ ଦିନରେ ରାଜପଥ ଅବରୋଧ କରୁଥିବା ଗାଡି ଗୁଡିକୁ ଜବତ କରାଯିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ଧର୍ମଶାଳା ଥାନାଧିକାରୀ ମହାପାତ୍ର  କହିଛନ୍ତି।

"/>

ରାସ୍ତାରେ ପରିବା ଢାଳି ବିକ୍ଷୋଭ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri