୨ ବାଇକ୍‌ ମୁହଁ।ମୁହିଁ ଧକ୍କା: ୩ ଆହତ


ଯାଜପୁର ଅଫିସ,୩। ୧୨- ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ସାରଙ୍ଗପୁର ଛକଠାରେ ରବିବାର ୨ ବାଇକ୍‌ ମୁହଁ।ମୁହିଁ ଧକ୍କା ହୋଇଛି। ଫଳରେ ୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଯାଜପୁର ସଦର ଥାନା ମହେଶ୍ୱରପୁର ପଞ୍ଚାୟତ ଅନ୍ତର୍ଗତ ପୁରଷତ୍ତମପୁର ଗ୍ରାମର ରବୀନ୍ଦ୍ର କୁମାର ଗୁରୁ (୨୬) ଓ ସୁଦର୍ଶନ ତରାଇ(୪୨)। ଅନ୍ୟ ଜଣେ ହେଲେବ୍ରହ୍ମବରାଦା ଫାଣ୍ଡି ଅନ୍ତର୍ଗତ ଚାନ୍ଦିପୁର ଗ୍ରାମର ସେକ୍‌ ଇମ୍ରାନ୍‌(୨୨)। ଖବରପାଇ କୁଆଖିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ସହ ବାଇକ ଦୁଇଟିକୁ ଜବତ କରିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri