ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମ୍ପ୍ରସାରଣ ଭୁବନେଶ୍ୱର,୧୭।୭(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ଲିମିଟେଡ୍ ପରିସରରେ ବିଶ୍ୱ ଯୁବଦକ୍ଷତା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର କାର୍ଯ୍ୟ ପରିସର ଅଞ୍ଚଳଗୁଡ଼ିକରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମ୍ପ୍ରସାରଣ ସମ୍ପର୍କରେ ଘୋଷଣାକରି ଯୁବ ସଶକ୍ତୀକରଣ...