ସରକାରଙ୍କ ବଡ଼ ଘୋଷଣା! ଏଣିକି ରୂପା ଅଳଙ୍କାର କିଣିଲେ… ନୂଆଦିଲ୍ଲୀ,୧୩।୯: କେବଳ ସୁନା ନୁହେଁ ଏବେ ରୂପା ଅଳଙ୍କାର ଦାମ୍ ମଧ୍ୟ ହୁ ହୁ ହୋଇ ବଢୁଛି। ଆଉ ଏଇ ବଢୁଥିବା ରେଟ୍ ଭିତରେ ରୂପାକୁ ନେଇ ଆସିଛି ବଡ଼ ଖବର। ରୂପା ଅଳଙ୍କାର ଏବଂ ଜିନିଷପତ୍ର ପାଇଁ ହଲମାର୍କିଂ...