Shreyas Iyer ସିଡନୀ ହସ୍ପିଟାଲରୁ ନିଜ ସ୍ବାସ୍ଥ୍ୟକୁ ନେଇ ଦେଲେ ବଡ଼ ଅପଡେଟ ସିଡନୀ,୩୦।୧୦: ଭାରତର ODI ଉପ-ଅଧିନାୟକ ଶ୍ରେୟସ ଆୟର ତାଙ୍କ ଆଘାତ ସମ୍ପର୍କରେ ଏକ ସକାରାତ୍ମକ ସୂଚନା ଦେଇଛନ୍ତି। ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ODI ସମୟରେ ତାଙ୍କର ପାଞ୍ଜରାରେ ଗମ୍ଭୀର ଆଘାତ ହୋଇଥିଲା। ଆଭ୍ୟନ୍ତରୀଣ ରକ୍ତସ୍ରାବ ଏବଂ ପ୍ଳିହାରେ କ୍ଷତ...