Tag Archives: Shankaracharya

ବିହାରର ସବୁ ଆସନରେ ଗୋରକ୍ଷକଙ୍କୁ ପ୍ରାର୍ଥୀ କରିବେ ଶଙ୍କରାଚାର୍ଯ୍ୟ

ପାଟନା, ୧୪।୧୦: ବିହାରର ସମସ୍ତ ୨୪୩ ବିଧାନସଭା ଆସନରେ ଗୋରକ୍ଷକଙ୍କୁ ପ୍ରାର୍ଥୀ କରିବାକୁ ଉତ୍ତରାଖଣ୍ଡର ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ସୋମବାର ଘୋଷଣା କରିଛନ୍ତି। ତେବେ ନାମାଙ୍କନ ପ୍ରକ୍ରିୟା ସମାପ୍ତ ହେବା ପରେ ଯାଇ ସେ ନିର୍ବାଚନରେ ଲଢ଼ୁଥିବା ସମସ୍ତ ଗୋରକ୍ଷକଙ୍କ...

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ବର୍ଷିଲେ ଶଙ୍କରାଚାର୍ଯ୍ୟ, କହିଦେଲେ ମୂଳ ଉଦ୍ଦେଶ୍ୟ…

ପୁରୀ,୨୬ା୬: ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଗୁରୁବାର ପ୍ରବଳ ବର୍ଷିଛନ୍ତି ଗୋବର୍ଦ୍ଧନ ପୀଠ ମୁଖ୍ୟ ତଥା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ଏହି ମନ୍ଦିରର ନିର୍ମାଣ ଧର୍ମୀୟ ଭାବନା ପାଇଁ ନୁହେଁ, ଆୟ ପାଇଁ ଏହା କରାଯାଇଛି। ବହୁତ...

Mahakumbh 2025: ସଙ୍ଗମ ଜଳ ସ୍ନାନ ପାଇଁ ଉପଯୁକ୍ତ ନୁହେଁ…ଯୋଗୀ ସରକାରଙ୍କୁ ଟାର୍ଗେଟ୍‌ କଲେ ଶଙ୍କରାଚାର୍ଯ୍ୟ

ପ୍ରୟାଗରାଜ,୧୯।୨: ପ୍ରୟାଗରାଜ ମହାକୁମ୍ଭର ବେଳାଭୂମିର ଜଳସ୍ତର ସମ୍ପର୍କରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(NGT) ନିକଟରେ ଦାଖଲ କରାଯାଇଥିବା ରିପୋର୍ଟ ଭୟଙ୍କର ରହିଛି। ଜାନୁଆରୀ ୯ ରୁ ୨୧ ମଧ୍ୟରେ ମୋଟ ୭୩ଟି ବିଭିନ୍ନ...

ସମୁଦ୍ର ତଟରେ ମଦ କୁଡ଼ିଆ ଯୋଜନାକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

ରାଜ୍ୟ ସରକାର ବିଭିନ୍ନ ସମୁଦ୍ର କୁଳରେ ମଦ ବିକ୍ରୟ ପାଇଁ ଯୋଜନା କରୁଥିବା ବେଳେ ପୁରୀ ମହୋଦଧୀ ତଟରେ ମଦ କୁଡିଆକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କରିଛନ୍ତି ବିରୋଧ।  

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri