ଖୋଲିଲା ମା’ ସମଲେଶ୍ୱରୀ ମନ୍ଦିରର ଦାନବାକ୍ସ, ଏଥିରୁ ମିଳିଲା… ବରଗଡ଼,୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀ ମନ୍ଦିର ପରିସରରେ ରହିଥିବା ଦାନବାକ୍ସ(ହୁଣ୍ଡି)କୁ ବର୍ଷକ ପରେ ରବିବାର ସନ୍ଧ୍ୟାରେ ଖୋଲାଯାଇଥିଲା। ରାତି ପ୍ରାୟ ୯ଟା ୩୦ମିନିଟ୍ ପର୍ଯ୍ୟନ୍ତ ଦାନବାକ୍ସରୁ ମିଳିଥିବା ଭକ୍ତଙ୍କ ଦାନ ରାଶି ଗଣତି ଚାଲିଥିଲା। ତେବେ...