ଆମେରିକାକୁ ଶକ୍ତ ଝଟକା ଦେଲା ରୁଷିଆ, ରଦ୍ଦ କଲା ପ୍ଲୁଟୋନିୟମ ଚୁକ୍ତି ମସ୍କୋ,୨୮।୧୦: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଏକ ବଡ଼ ନିଷ୍ପତ୍ତି ନେଇ ଆମେରିକାକୁ ଏକ ଝଟକା ଦେଇଥିଲେ। ସେ ଆମେରିକା ସହିତ ପ୍ଲୁଟୋନିୟମ ଚୁକ୍ତିନାମାକୁ ବାତିଲ କରିଥିଲେ। ଏହି ଚୁକ୍ତିନାମା ଅନୁଯାୟୀ ଉଭୟ ପକ୍ଷ ପରମାଣୁ ଅସ୍ତ୍ର ବିକଶିତ...