କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଚଳାଚଳ ଦାବି ଜି.ଉଦୟଗିରି,୨ା୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥ ତଥା ଗଞ୍ଜାମ ଓ କନ୍ଧମାଳ ଜିଲା ସହ ଯାତାୟାତର ସବୁଠାରୁ ସହଜ ରାଜପଥଟି ଭୂସ୍ଖଳନ ଯୋଗୁ ଦୀର୍ଘଦିନ ହେବ ବନ୍ଦ...