‘ସେ ନିଜ ଚିନ୍ତାଧାରାକୁ ଅନ୍ୟ ଉପରେ ଲଦି ଦେଉଥିଲେ…’ ରୋହିତ ଶର୍ମାଙ୍କ ODI ଅଧିନାୟକତ୍ୱକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରୋହିତ ଶର୍ମାଙ୍କୁ ସବୁବେଳେ ଶାନ୍ତ ଏବଂ ଅଧିନାୟକତ୍ୱ ଅପେକ୍ଷା ଖେଳାଳିମାନଙ୍କୁ ପ୍ରାଥମିକତା ଦେଉଥିବା ଦେଖାଯାଇଛି। ତଥାପି, ତାଙ୍କ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି, ଯାହା କ୍ରିକେଟ ଜଗତକୁ ଚକିତ କରିଦେଇଛି। ରିପୋର୍ଟ...