ଶିକ୍ଷକଙ୍କ ସହ ଛାତ୍ରୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ, ପୀଡ଼ିତା କହିଲେ ଚମକିପଡିବା ଭଳି କାହାଣୀ ଜୟନଗର,୧୪।୮: ବିହାରର ମଧୁବନୀ ଜିଲାର ଜୟନଗରରେ ଏକ ଘରୋଇ କୋଚିଂ ସେଣ୍ଟରର ଜଣେ ଶିକ୍ଷକ ଛାତ୍ରୀଙ୍କ ସହ ଅଶ୍ଳୀଳ କାର୍ଯ୍ୟ କରିବାର ଏକ ଭିଡିଓ ଭାଇରାଲ ହେଉଛି। ଏହି ମାମଲାରେ ପୋଲିସ କଠୋର ଥିବା ଦେଖାଯାଉଛି। ପୀଡିତାଙ୍କ ବୟାନ ଉପରେ...