OASଙ୍କ ହାତ ଧରିବେ ମାହାଙ୍ଗା ବିଧାୟକ, ରାଜସ୍ଥାନରେ ହେବ… ଭୁବନେଶ୍ୱର,୧ା୩: ଆସନ୍ତାକାଲି ଅର୍ଥାତ୍ ରବିବାର ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗାଁର ସିପ୍ରା ପ୍ରିୟଦର୍ଶିନୀଙ୍କ ସହ ଶାରଦାଙ୍କର ହସ୍ତଗଣ୍ଠି ପଡ଼ିବ। ବିଧାୟକ ଶାରଦାଙ୍କ ଭାବୀ ପତ୍ନୀ...