ପୁଣି ଚର୍ଚ୍ଚାରେ ପଶ୍ଚିମବଙ୍ଗ: ନର୍ସିଂହୋମରେ ନର୍ସଙ୍କ ଝୁଲନ୍ତା ମୃତଦେହ, ପରିବାର କହିଲେ ବଳାତ୍କାର ପରେ କରାଯାଇଛି ହତ୍ୟା କୋଲକାତା,୧୫।୮: ପଶ୍ଚିମବଙ୍ଗରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ବଙ୍ଗଳାର ହୁଗଲି ଜିଲାର ଏକ ନର୍ସିଂ ହୋମରେ ଜଣେ ନର୍ସଙ୍କ ଝୁଲନ୍ତା ମୃତଦେହ ମିଳିଛି। ଏହି ଘଟଣା ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ପାଇବା ମାତ୍ରେ ପୋଲିସ ଅଧିକାରୀମାନେ...