ନୋବେଲ ଶାନ୍ତି ପୁରସ୍କାର ୨୦୨୫: ଟ୍ରମ୍ପ ପାଇଲେ ନାହିଁ, କିନ୍ତୁ ୨୦୨୬ ପାଇଁ ଆଶା ଦୃଢ ନୂଆଦିଲ୍ଲୀ,୧୦।୧୦: ଶୁକ୍ରବାର ଓସଲୋରେ ନୋବେଲ କମିଟି ୨୦୨୫ ନୋବେଲ ଶାନ୍ତି ପୁରସ୍କାର ଭେନେଜୁଏଲାର ରାଜନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ପ୍ରଦାନ କରିଛି। ତାଙ୍କୁ ଗଣତନ୍ତ୍ର ପାଇଁ ପ୍ରୋତ୍ସାହନ ଓ ଏକଛତ୍ରବାଦ ବିରୋଧରେ ଲଢ଼େଇ ପାଇଁ ଏହି ସମ୍ମାନ ମିଳିଛି। ଆମେରିକା...