ଚାଷୀଙ୍କ ଦୁଃଖ ବଢ଼ାଇଛି ସାର, ଲାଭବାନ୍ ହେଉଛନ୍ତି ଅସାଧୁ ବ୍ୟବସାୟୀ ଖୋର୍ଦ୍ଧା,୮ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଜର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର ଏବଂ ବଜାରରେ ୟୁରିଆ ମିଳୁ ନ ଥିବାରୁ ଚାଷୀ ହଇରାଣ ହେଉଛନ୍ତି। ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ)ରେ ସାର ନ ଥିବା ବେଳେ ଲାଭବାନ୍ ହେଉଛନ୍ତି...