ଅଗଷ୍ଟ ୧୫ରେ ବନ୍ଦରହିବ ଏହି ସବୁ ରାସ୍ତା, ବଦଳିଲା ବସ୍ର ରୁଟ୍ ନୂଆଦିଲ୍ଲୀ, ୧୩।୦୮: ଦେଶର ରାଜଧାନୀରେ ସ଼୍ବାଧୀନତା ଦିବସ ପାଇଁ ଲାଲ୍କିଲ୍ଲାରେ ଆୟୋଜିତ ହେବାକୁ ଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କାରଣରୁ ବିଭିନ୍ନ ରାସ୍ତା ବନ୍ଦ କରିଦିଆଯିବ । ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ଏନେଇ ଆଡ୍ଭାଇଜାରି ଜାରି କରିଛି । ଏହି...