ନାଇଟ ଡ୍ୟୁଟିରେ କେବଳ ୨ ଲ୍ୟାଣ୍ଡିଂ, ସପ୍ତାହକୁ ୪୮ ଘଣ୍ଟା ବିଶ୍ରାମ, ପାଇଲଟଙ୍କ ପାଇଁ ଆସିଲା ନୂଆ ନିୟମ ନୂଆଦିଲ୍ଲୀ,୮।୪: ଭାରତୀୟ ପାଇଲଟମାନଙ୍କର ଛଅ ବର୍ଷର ଲମ୍ବା ଆଇନଗତ ଏବଂ ନୈତିକ ଲଢ଼େଇ ଶେଷରେ ଫଳପ୍ରଦ ହୋଇଛି। ଏକ ଐତିହାସିକ ରାୟରେ, ଦିଲ୍ଲୀ ହାଇକୋର୍ଟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA)କୁ ୧ ଜୁଲାଇ, ୨୦୨୫ ଠାରୁ ନୂତନ ଡ୍ୟୁଟି...