ମାଆବାପାଙ୍କୁ ଭୁଲିଗଲେ! ନୂଆ ଦଳ ଗଢିଲେ ତେଜ ପ୍ରତାପ କହିଲେ, ଏହା ଆଣିବ ସମ୍ପୂର୍ଣ୍ଣ ପରିବର୍ତ୍ତନ ପାଟନା,୨୬।୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ତାଙ୍କ ଦଳର ନାମ ଘୋଷଣା କରିଛନ୍ତି। ସେ ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ (ପୂର୍ବ ଟୁଇଟର) ରେ ଏକ ପୋଷ୍ଟରେ ଏହି ସୂଚନା...