ନେପାଳରେ ଫେରିବ କି ରାଜତନ୍ତ୍ର ? ଜାଣନ୍ତୁ ପୂର୍ବତନ ରାଜାଙ୍କ ପରିବାର ଏବେ କେଉଁଠି ନୂଆଦିଲ୍ଲୀ,୯।୯: ଏବେ ନେପାଳରେ ରାଜତନ୍ତ୍ର ପୁନଃସ୍ଥାପନ ଓ ହିନ୍ଦୁ ରାଷ୍ଟ୍ର ଦାବିରେ ବିକ୍ଷୋଭ ଜାରି ରହିଛି। ମାର୍ଚ୍ଚରେ କାଠମାଣ୍ଡୁରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦୁର୍ନୀତି ଓ କୁଶାସନ ଅଭିଯୋଗ ଏବଂ ସୋସିଆଲ ମିଡିଆ ପ୍ରତିବନ୍ଧକ ପରେ ତୀବ୍ର ହୋଇଛି।...