ନିଶା ଇଞ୍ଜେକ୍ସନ ନେଇ ସଞ୍ଜୟଙ୍କ ଠାରୁ ସତ କୁହାଇବ ସିବିଆଇ, ଜାଣନ୍ତୁ କେମିତି ହେବ ଟେଷ୍ଟ, ହୋଇପାରେ ବିପଦ! ନୂଆଦିଲ୍ଲୀ,୧୩।୯: କୋଲକାତା ବଳାତ୍କାର ଓ ହତ୍ୟା ମାମଲାର ଫିଟିବ ଗୁମର। ଅଭିଯୁକ୍ତ ସଞ୍ଜୟ ରୟଙ୍କ ହୋଇପାରେ ନାର୍କୋ ଟେଷ୍ଟ। ଏନେଇ ସିବିଆଇ ସୁପ୍ରିମକୋର୍ଟଙ୍କ ଠାରୁ ଅନୁମତି ଆଣିବ। ତେବେ ଏହା ପୂର୍ବରୁ ସଞ୍ଜୟଙ୍କ ପଲିଗ୍ରାଫ ଟେଷ୍ଟ ହୋଇ ସାରିଛି। ଏବେ...