ଲୌହ ମାନବୀ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ ଭଦ୍ରକ,୯ା୬(ସନାତନ ରାଉତ): ବହୁ ପ୍ରତିଭାର ଅଧିକାରୀ ଥିଲେ ଲୌହ ମାନବୀ ଓଡ଼ଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଲୌହ ମାନବୀ ନନ୍ଦିନୀ ଶତପଥୀ। ଜମିଜମା କ୍ଷେତ୍ରରେ ଭୂ-ସଂସ୍କାର ଆଇନ ପ୍ରଣୟନଠାରୁ ଆରମ୍ଭ କରି ଓଡିଶାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ...