Namaste Yojana: ନମସ୍ତେ ଯୋଜନାରେ ଏହି କର୍ମଚାରୀଙ୍କୁ ମିଳିବ ମାଗଣା ଚିକିତ୍ସା, ଆରମ୍ଭ ହେଲା ରେଜିଷ୍ଟ୍ରେଶନ ଫରିଦାବାଦ,୧୩।୪: ସଫେଇ କର୍ମଚାରୀମାନଙ୍କୁ ସ୍ବେରେଜ ମ୍ୟାନହାଲ କିମ୍ବା ସେପ୍ଟିକ ଟ୍ୟାଙ୍କ ସଫା କରିବା ସମୟରେ ଦୁର୍ଘଟଣାଜନିତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ସେମାନେ ନମସ୍ତେ ଯୋଜନାରେ ସ୍ବାସ୍ଥ୍ୟ ସୁବିଧା ପାଇପାରିବେ। ଏଥିପାଇଁ କର୍ମଚାରୀମାନଙ୍କୁ ମ୍ୟୁନିସିପାଲ କର୍ପୋରେସନରେ ପଞ୍ଜୀକୃତ କରାଯାଇଛି।...