ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ରହସ୍ୟମୟ ପ୍ରାଣୀ, ବିରଳ ରଙ୍ଗ ସହ ରହିଛି… ପ୍ରାୟତଃ ସମୁଦ୍ରରେ ଏପରି କିଛି ଦେଖାଯାଏ ଯାହା କଳ୍ପନା କରିବା ମଧ୍ୟ କଷ୍ଟକର। ନିକଟରେ କୋଷ୍ଟାରିକାର ଜଣେ ମତ୍ସ୍ୟଜୀବୀ ଏପରି କିଛି ଦେଖିବାକୁ ପାଇଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପ୍ରକୃତରେ ଏହି ମତ୍ସ୍ୟଜୀବୀମାନେ ନିଜ ଜାଲରେ ଏକ ଅତ୍ୟନ୍ତ...