ମୁସଲିମ ବିବାହକୁ ନେଇ କେରଳ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଦ୍ୱିତୀୟ ବିବାହ ପାଇଁ ରଖିଲେ ଏମିତି ସର୍ତ୍ତ ଥିରୁଭାନନ୍ତପୁରମ,୨୦।୯: କେରଳ ହାଇକୋର୍ଟ ମୁସଲମାନମାନଙ୍କ ମଧ୍ୟରେ ବହୁବିବାହ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋରାନର ଶ୍ଳୋକକୁ ଉଦ୍ଧୃତ କରି ହାଇକୋର୍ଟ କହିଛନ୍ତି ଯେ ମୁସଲିମ ବ୍ୟକ୍ତିଗତ ଆଇନ ବହୁବିବାହକୁ ଅନୁମତି ଦିଏ। କୋରାନର ଶ୍ଳୋକକୁ ଉଦ୍ଧୃତ କରି ହାଇକୋର୍ଟ...