ନମାଜ ପଢିବା ପରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ମୁସଲମାନ, ସିଧା ମୋଦିଙ୍କୁ କହିଲେ… ନୂଆଦିଲ୍ଲୀ, ୩।୫: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ମୁସଲିମ ସମ୍ପ୍ରଦାୟର ହଜାର ହଜାର ଲୋକ। ଆତଙ୍କବାଦୀ ଆକ୍ରମଣରେ ଭାରତର ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ପରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ପାକିସ୍ତାନ ଏବଂ...