ମାଂସପେଶୀ ବୃଦ୍ଧି ପାଇଁ ‘ମା’ କ୍ଷୀର’ କିଣୁଛନ୍ତି କିଛି ଜିମ୍ ବଏ ନୂଆଦିଲ୍ଲୀ,୧୭।୧୦: ଆମେରିକାରେ ଏକ ଅଜଣା ଫିଟନେସ ଟ୍ରେଣ୍ଡ ଏବେ ଚର୍ଚ୍ଚାରେ। ମାଂସପେଶୀ ବୃଦ୍ଧି ପାଇଁ କିଛି ଜିମ୍ ପ୍ରେମୀ ନୂଆ ମା’ଙ୍କ କ୍ଷୀର ଅନଲାଇନରେ କିଣୁଛନ୍ତି, ଯାହାକୁ ସେମାନେ ମାଂସପେଶୀ ବୃଦ୍ଧିର ‘ଗୁପ୍ତ ଶକ୍ତି’ ବୋଲି ମନେ କରୁଛନ୍ତି। ଏହି...