ସଲମାନ ହିନ୍ଦୁ ନା ମୁସଲମାନ? ଏକଥା ଖୋଲାଖୋଲି କହିଲେ ତାଙ୍କ ବାପା… ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ସିକନ୍ଦର’ ପାଇଁ ଚର୍ଚ୍ଚାରେ ଅଛନ୍ତି। ସୁପରଷ୍ଟାରଙ୍କ ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ ଇଦ୍ ଅବସରରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି ‘ସିକନ୍ଦର’ର ଗୀତଗୁଡ଼ିକ ପୂର୍ବରୁ ଚର୍ଚ୍ଚା ସୃଷ୍ଟି...