ନୃଶଂସ ହତ୍ୟା: ପ୍ରେମିକକୁ ଘରକୁ ଡାକି ସ୍କ୍ରୁଡ୍ରାଇଭରରେ ହତ୍ୟା କଲେ ଦମ୍ପତି ନୂଆଦିଲ୍ଲୀ,୧୦।୮: ଉତ୍ତରପ୍ରଦେଶର ସମ୍ଭଲରେ ଏକ ଚାଞ୍ଚଲ୍ୟକର ଘଟଣାରେ ଏକ ଦମ୍ପତିଙ୍କୁ ୪୫ ବର୍ଷୀୟ ଅନୀଶ ନାମକ ବ୍ୟକ୍ତିଙ୍କୁ ସ୍କ୍ରୁଡ୍ରାଇଭର ଓ ପ୍ଲାୟାର ଭଳି ଉପକରଣ ସାହାଯ୍ୟରେ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଅନୀଶଙ୍କ ପରିବାର...