ଗୋଟି ଗୋଟି ଟଙ୍କାର ହିସାବ ନେବେ ପ୍ରଧାନମନ୍ତ୍ରୀ, କାହିଁକି ଏମିତି କହିଲେ ସଞ୍ଜୟ ସେଠ୍… ରାଞ୍ଚି,୨୧ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟି ଗୋଟି ଟଙ୍କାର ହିସାବ ନେବେ। ଏମିତି କହିଛନ୍ତି ଭାଜପା ଏମ୍ପି ସଞ୍ଜୟ ସେଠ୍। ସେ କହିଛନ୍ତି, ଭାଜପା ସରକାର ଗଠନ ପରେ ମହା ମେଣ୍ଟ ସରକାରରେ ଥିବା ସମସ୍ତ ଦୁର୍ନୀତିର ଯାଞ୍ଚ କରାଯିବ।...