କମିବ କି ସୁନା ଦାମ? ସରକାର ନେଲେ ବଡ଼ ପଦକ୍ଷେପ ନୂଆଦିଲ୍ଲୀ,୧।୧୧: ସରକାର ସୁନା ଏବଂ ରୂପାର ମୂଳ ଆମଦାନୀ ମୂଲ୍ୟ ପ୍ରତି ୧୦ ଗ୍ରାମ ସୁନା ପାଇଁ ୪୨ ଡଲାର ଏବଂ ରୂପା ପାଇଁ ୧୦୭ ଡଲାର ହ୍ରାସ କରିଛନ୍ତି। ବିଶ୍ୱ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ଚାଲିଥିବା...