୧୪,୦୦୦ ଶିଶୁ ଗାଜାରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ମରିପାରନ୍ତି, ସତର୍କ କରିଲା ଜାତିସଂଘ ନୂଆଦିଲ୍ଲୀ,୨୦।୫: ଜାତିସଂଘ ସତର୍କ କରିଛି ଯେ ଯଦି ଯୁଦ୍ଧବିଧ୍ୱସ୍ତ ଗାଜାରେ ଅଧିକ ସାହାଯ୍ୟ ପହଞ୍ଚି ନପାରେ, ତେବେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ୧୪,୦୦୦ ଶିଶୁ ମରିପାରନ୍ତି। ଇସ୍ରାଏଲୀ କର୍ତ୍ତୃପକ୍ଷ ପାଲେଷ୍ଟାଇନ ଅଞ୍ଚଳକୁ ୧୧ ସପ୍ତାହ ଧରି ସମ୍ପୂର୍ଣ୍ଣ ଅବରୋଧ...