ରୋଷେଇ ଚାଲିଥିବାବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଆଉ ତା’ ପରେ… ବାଲେଶ୍ୱର,୨୫ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ମାକଲପୁର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ରୋଷେଇ ଚାଲିଥିବାବେଳେ ନିଆଁ ଲାଗି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଛି। ମାକଲପୁର ପୋଷ୍ଟ୍ ଅଫିସ ପଛ ପାଖରେ ଏକ ବିଲ୍ଡିଂରେ ରୋଷେଇ ଚାଲିଥିବା ସମୟରେ ନିଆଁ...