ହତ୍ୟା କରି ଅଳିଆ ଗାଡ଼ିରେ ଫିଙ୍ଗିଦେଲେ ମୃତଦେହ, ଗନ୍ଧ ଆସିବା ପରେ.. ବେଙ୍ଗାଲୁରୁ,୩୦।୬: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରୁ ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ସହରର ଚିକପେଟ ନିକଟସ୍ଥ ସିକେ ଆଚୁକଟ୍ଟୁ ଅଞ୍ଚଳରେ ଏକ ଅଳିଆ ଗାଡ଼ିରେ ଜଣେ ମହିଳାଙ୍କ ମୃତଦେହ ମିଳିଛି। ମୃତଦେହକୁ ଏକ ବଡ଼ ବସ୍ତାରେ ଭର୍ତ୍ତି କରି...