ଦୋକାନୀ କାଲି କିଣିଥିଲେ ନୂଆ ଫ୍ରିଜ୍, ଫାଟିଲା କମ୍ପ୍ରେସର, ଆଉ ତା’ ପରେ… ଗଜପତି,୧୩ା୯(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଗାନ୍ଧି ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ସାହୁ କଫି ନାମକ ଏକ ପାନ ମସଲା ସାମଗ୍ରୀ ବିକ୍ରୟ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୋକାନ ମାଲିକ ନରସିଂହ ସାହୁଙ୍କ କହିବା...