‘ଭାରତ ଆମେରିକା ମଧ୍ୟରେ ହେବ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ’, ଚମକାଇବା ଭଳି କଥା କହିଲେ ପୂର୍ବତନ ବୈଦେଶିକ ସଚିବ ନୂଆଦିଲ୍ଲୀ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି, ଯାହା ବୁଧବାର (୨୭ ଅଗଷ୍ଟ) ଠାରୁ କାର୍ଯ୍ୟକାରୀ ହୋଇଛି। ଭାରତ ଏବଂ ଆମେରିକା ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ସମ୍ଭାବନା ପ୍ରାୟ...