୫ଲକ୍ଷରୁ ଅଧିକ ଲୋକଙ୍କୁ ଆଉ ମିଳିବନି ମାଗଣା ରାଶନ, ଏହି କାରଣରୁ ତାଲିକାରୁ କଟିଲା ନାଁ ସୀତାପୁର, ୨୨।୮: ମାଗଣା ରାଶନର ଲାଭ ପାଉଥିବା ଲୋକଙ୍କ ପାଇଁ ବଡ଼ ଖବର। ଏମାନଙ୍କର ରାସନ କାର୍ଡ଼ ତାଲିକାରୁ କଟିଯିବ ନାଁ। ପ୍ରାୟ ୫ ଲକ୍ଷ ୩୭ ହଜାର ୮୪୪ ଜଣ ରାସନ କାର୍ଡଧାରୀ ନାଁ ଲିଷ୍ଟରୁ କଟିଯିବ। ଏହା...