ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଦୀପାବଳି ନୁହେଁ ହୋଲିରେ ବି ଦେବେ ମାଗଣା ଗ୍ୟାସ ସିଲିଣ୍ଡର ଲକ୍ଷ୍ନୌ,୧୦।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର କହିଛନ୍ତି ଯେ ହୋଲି ଅବସରରେ ତାଙ୍କ ସରକାର ମାର୍ଚ୍ଚରେ ପୁଣି ଥରେ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇବେ। ଏକ ସରକାରୀ ବୟାନ ଅନୁଯାୟୀ, ଶୁକ୍ରବାର ଧଣ୍ଟେରାସ ଅବସରରେ ମୁଖ୍ୟମନ୍ତ୍ରୀ ଏଠାରେ ଲୋକ...