ପ୍ରୋଟୋକଲ୍ ଭାଙ୍ଗି ହଠାତ୍ ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଧନକର, ଇସ୍ତଫା ପୂର୍ବରୁ ହୋଇଥିଲା… ନୂଆଦିଲ୍ଲୀ,୨୩ା୭: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକର ଇସ୍ତଫା ଦେବା ପରେ ହଠାତ୍ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ସେ ଏ ବିଷୟରେ ପୂର୍ବରୁ କାହାକୁ ଜଣାଇ ନ ଥିଲେ। ଧନକର ହଠାତ୍ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ହଇଚଇ ସୃଷ୍ଟି ହୋଇଛି।...